ସୁଚରିତା ଟିକେଟ୍‌ ଫେରାଇବା ନେଇ ଅଜୟ କୁମାରଙ୍କ ବଡ଼ ବୟାନ, କହିଲେ…

ଭୁବନେଶ୍ୱର,୪।୫: ପୁରୀ ଲୋକ ସଭା ପ୍ରାର୍ଥୀ ସୁଚରିତା ମହାନ୍ତି ଟିକେଟ୍‌ ଫେରାଇବା ନେଇ ଅଜୟ କୁମାରଙ୍କ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ପ୍ରାର୍ଥୀ ବଦଳାଇବା ଜାଣି ସେ ଟିକେଟ୍‌ ଫରାଇଛନ୍ତି। ପୁରୀରେ ପ୍ରାର୍ଥୀ ବଦଳାଇଥାନ୍ତୁ, ସେ ଆଗରୁ ଜାଣିପାରି ଫେରାଇଛନ୍ତି। ପ୍ରାର୍ଥୀ ବଦଳାଇବା ପାଇଁ ଆମେ ଚିଠି ଲେଖି ଅନୁରୋଧ କରିଥିଲୁ। ସେ ଆହୁରି କହିଛନ୍ତି, ଆଜି କି କାଲି ଭିତରେ ପୁରୀରୁ ନୂଆ ପ୍ରାର୍ଥୀ ଘୋଷଣା ହୋଇଥାନ୍ତା। ଏକଥା ସେ ପୂର୍ବରୁ ଜାଣିପାରି ଟିକେଟ୍‌ […] The post ସୁଚରିତା ଟିକେଟ୍‌ ଫେରାଇବା ନେଇ ଅଜୟ କୁମାରଙ୍କ ବଡ଼ ବୟାନ, କହିଲେ… appeared first on Dharitri Odia News.

ସୁଚରିତା ଟିକେଟ୍‌ ଫେରାଇବା ନେଇ ଅଜୟ କୁମାରଙ୍କ ବଡ଼ ବୟାନ, କହିଲେ…

ଭୁବନେଶ୍ୱର,୪।୫: ପୁରୀ ଲୋକ ସଭା ପ୍ରାର୍ଥୀ ସୁଚରିତା ମହାନ୍ତି ଟିକେଟ୍‌ ଫେରାଇବା ନେଇ ଅଜୟ କୁମାରଙ୍କ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ପ୍ରାର୍ଥୀ ବଦଳାଇବା ଜାଣି ସେ ଟିକେଟ୍‌ ଫରାଇଛନ୍ତି। ପୁରୀରେ ପ୍ରାର୍ଥୀ ବଦଳାଇଥାନ୍ତୁ, ସେ ଆଗରୁ ଜାଣିପାରି ଫେରାଇଛନ୍ତି। ପ୍ରାର୍ଥୀ ବଦଳାଇବା ପାଇଁ ଆମେ ଚିଠି ଲେଖି ଅନୁରୋଧ କରିଥିଲୁ।

ସେ ଆହୁରି କହିଛନ୍ତି, ଆଜି କି କାଲି ଭିତରେ ପୁରୀରୁ ନୂଆ ପ୍ରାର୍ଥୀ ଘୋଷଣା ହୋଇଥାନ୍ତା। ଏକଥା ସେ ପୂର୍ବରୁ ଜାଣିପାରି ଟିକେଟ୍‌ ଫେରାଇଛନ୍ତି। ନିଜ ଚିଠି ଭାଇରାଲ କରିଛନ୍ତି ଅଜୟ। ଫଣ୍ଡିଂର କୌଣସି ସମସ୍ୟା ନାହିଁ, ପାର୍ଟି ଫଣ୍ଡିଂ କରିଥାନ୍ତା।

The post ସୁଚରିତା ଟିକେଟ୍‌ ଫେରାଇବା ନେଇ ଅଜୟ କୁମାରଙ୍କ ବଡ଼ ବୟାନ, କହିଲେ… appeared first on Dharitri Odia News.