ସୁନା ଦୋକାନରେ ସେଲସ ମ୍ୟାନ ଭାବେ କାମ କରୁଥିଲେ, ସୁଯୋଗ ଦେଖି ଦୋକାନରେ କଳାକନା ବୁଲାଉଥିଲେ

କଟକ : ସୁନା ଦୋକାନରେ ସେଲସ ମ୍ୟାନ ଭାବେ କାମ କରୁଥିଲେ । ହେଲେ ସୁଯୋଗ ଦେଖି ଦୋକାନରେ କଳାକନା ବୁଲାଉଥିଲେ । ଅଭିଯୁକ୍ତ ସତ୍ୟ ନାରାୟଣକୁ ଗିରଫ କରିଛି କଟକ ପୁରୀଘାଟ ଥାନା ପୋଲିସ। ତା ନିକଟରୁ ପ୍ରାୟ ୫୦୦ ଗ୍ରାମ ସୁନା ଅଳଙ୍କାର ଜବତ କରିଛି କମିଶନରେଟ ପୋଲିସ । ଜବତ ଅଳଙ୍କାରର ମୂଲ୍ୟ ପ୍ରାୟ ୪୯ ଲକ୍ଷ ହେବ । କଟକ ନୟାସଡ଼କ ଅଞ୍ଚଳରେ ଏକ ସୁନା ଦୋକାନରେ ସେଲସ ମ୍ୟାନ ଭାବେ […] The post ସୁନା ଦୋକାନରେ ସେଲସ ମ୍ୟାନ ଭାବେ କାମ କରୁଥିଲେ, ସୁଯୋଗ ଦେଖି ଦୋକାନରେ କଳାକନା ବୁଲାଉଥିଲେ appeared first on KNews Odisha.

ସୁନା ଦୋକାନରେ ସେଲସ ମ୍ୟାନ ଭାବେ କାମ କରୁଥିଲେ, ସୁଯୋଗ ଦେଖି ଦୋକାନରେ କଳାକନା ବୁଲାଉଥିଲେ
gold

କଟକ : ସୁନା ଦୋକାନରେ ସେଲସ ମ୍ୟାନ ଭାବେ କାମ କରୁଥିଲେ । ହେଲେ ସୁଯୋଗ ଦେଖି ଦୋକାନରେ କଳାକନା ବୁଲାଉଥିଲେ । ଅଭିଯୁକ୍ତ ସତ୍ୟ ନାରାୟଣକୁ ଗିରଫ କରିଛି କଟକ ପୁରୀଘାଟ ଥାନା ପୋଲିସ। ତା ନିକଟରୁ ପ୍ରାୟ ୫୦୦ ଗ୍ରାମ ସୁନା ଅଳଙ୍କାର ଜବତ କରିଛି କମିଶନରେଟ ପୋଲିସ । ଜବତ ଅଳଙ୍କାରର ମୂଲ୍ୟ ପ୍ରାୟ ୪୯ ଲକ୍ଷ ହେବ ।

କଟକ ନୟାସଡ଼କ ଅଞ୍ଚଳରେ ଏକ ସୁନା ଦୋକାନରେ ସେଲସ ମ୍ୟାନ ଭାବେ କାମ କରୁଥିଲା ଅଭିଯୁକ୍ତ ତେବେ ଦୋକାନରୁ ଅଳଙ୍କାର ଚୋରି ହେଉଥିବା ସନ୍ଦେହ କରି ଥାନାରେ ଅଭିଯୋଗ କରିଥିଲେ ସୁନା ଦୋକାନୀ ମାଲିକ। ଅଭିଯୋଗ ପରେ ପୁରିଘାଟ ଥାନା ପୋଲିସ ଏହି ଘଟଣାର ତଦନ୍ତ କରିବା ସହ ସୁନା ଦୋକାନର ସିସିଟିଭି ଯାଞ୍ଚ କରିଥିଲା। ସିସିଟିଭିରୁ ସତ୍ୟ ନାରାୟଣ ସୁନା ଅଳଙ୍କାର ଚୋରି କରୁଥିବାର ଜାଣିବାକୁ ପାଇଥିଲା ପୋଲିସ। ଏହା ପରେ ସତ୍ୟ ନାରାୟଣ ଙ୍କୁ ଗିରଫ କରିଛି ପୁରିଘାଟ ଥାନା ପୋଲିସ।

The post ସୁନା ଦୋକାନରେ ସେଲସ ମ୍ୟାନ ଭାବେ କାମ କରୁଥିଲେ, ସୁଯୋଗ ଦେଖି ଦୋକାନରେ କଳାକନା ବୁଲାଉଥିଲେ appeared first on KNews Odisha.