ସୁନ୍ଦରୀ ଚେହରା ଦେଖାଇ କୋଟି କୋଟି ଠକେଇ

ଏମାନେ ଖତରନାକ୍‌ ସୁନ୍ଦରୀ । ଆଖି ପିଛୁଳାକେ ଠକୁଥିଲେ କୋଟି କୋଟି । ପରିବହନ ନାଁରେ ବଡ଼ ବଡ଼ ଗାଡ଼ିକୁ କରୁଥିଲେ ହାଇଜାକ୍‌ । ଏମାନଙ୍କ ଚେହରା ଦେଖିବାକୁ ଯେତିକି ସାଧାସିଧା, ଏମାନଙ୍କ କାମ ତା’ଠୁ ବହୁତ ଭୟଙ୍କର ।

ସୁନ୍ଦରୀ ଚେହରା ଦେଖାଇ କୋଟି କୋଟି ଠକେଇ
Array