ସୁଭଦ୍ରା ଫର୍ମ ପୂରଣ ପାଇଁ ମହିଳାଙ୍କଠାରୁ ନେଉଥିଲେ ଟଙ୍କା, ପରେ ଯାହା ହେଲା…
ଟିଲାଗଡ଼,୧୪।୯(ଶରତ ମିଶ୍ର) ସୁଭଦ୍ରା ଯୋଜନାରେ ଫର୍ମ ପୂରଣ ନେଇ ଟଙ୍କା ନେଉଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଟିଟିଲାଗଡ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରକାଶ ଥାଉକି ଟିଟିଲାଗଡ ବ୍ଲକ ଅନ୍ତର୍ଗତ ମନିଗାଁ ପଞ୍ଚାୟତଞ୍ର ଆକାଶ ସାହୁ ପ୍ରତ୍ୟେକ ହିତାଧିକାରୀଙ୍କ ଠାରୁ ୧୦୦ ଟଙ୍କା ଆଦାୟ କରୁ ଥିବା ଖବର ବିଡିଓଙ୍କ ପାଖରେ ପହଞ୍ଚିଥିଲା। ଏ ନେଇ ବିଡିଓ ପୋଲିସକୁ ଜଣାଇଥିଲେ। ଖବର ପାଇ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି […] The post ସୁଭଦ୍ରା ଫର୍ମ ପୂରଣ ପାଇଁ ମହିଳାଙ୍କଠାରୁ ନେଉଥିଲେ ଟଙ୍କା, ପରେ ଯାହା ହେଲା… appeared first on Dharitri Odia News.
ଟିଲାଗଡ଼,୧୪।୯(ଶରତ ମିଶ୍ର) ସୁଭଦ୍ରା ଯୋଜନାରେ ଫର୍ମ ପୂରଣ ନେଇ ଟଙ୍କା ନେଉଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଟିଟିଲାଗଡ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରକାଶ ଥାଉକି ଟିଟିଲାଗଡ ବ୍ଲକ ଅନ୍ତର୍ଗତ ମନିଗାଁ ପଞ୍ଚାୟତଞ୍ର ଆକାଶ ସାହୁ ପ୍ରତ୍ୟେକ ହିତାଧିକାରୀଙ୍କ ଠାରୁ ୧୦୦ ଟଙ୍କା ଆଦାୟ କରୁ ଥିବା ଖବର ବିଡିଓଙ୍କ ପାଖରେ ପହଞ୍ଚିଥିଲା। ଏ ନେଇ ବିଡିଓ ପୋଲିସକୁ ଜଣାଇଥିଲେ। ଖବର ପାଇ ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏ ସଂକ୍ରାନ୍ତ ରେ ଟିଟିଲାଗଡ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।
The post ସୁଭଦ୍ରା ଫର୍ମ ପୂରଣ ପାଇଁ ମହିଳାଙ୍କଠାରୁ ନେଉଥିଲେ ଟଙ୍କା, ପରେ ଯାହା ହେଲା… appeared first on Dharitri Odia News.