ସୁଭଦ୍ରା ଯୋଜନାରୁ ବାଦ୍‌ ପଡ଼ିବାରୁ ଅଙ୍ଗନବାଡି କର୍ମୀଙ୍କୁ ଖୁଣ୍ଟରେ ବାନ୍ଧିଲେ ଲୋକେ

ଗଜପତି,୫।୧୨(ଗିରିଧାରୀ ପରିଛା):ଗଜପତି ଜିଲା ରାୟଗଡ ବ୍ଲକ ହଟିବାଡି ଗ୍ରାମରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ହଟିବାଡି ଗ୍ରାମର ମହିଳା ଓ କିଛି ଝିଅ ସୁଭଦ୍ରା ଯୋଜନାରେ ଆବେଦନ କରିଥିଲେ। ହେଲେ ଗ୍ରାମର କିଛି ମହିଳା ଏହି ଯୋଜନାରୁ କିଛି ଭୁଲ ତଥ୍ୟ ଲାଗି ଏହି ଯୋଜନାରୁ ବାଦ୍‌ ପଡିଛନ୍ତି । ଏଠାକାର ଅଙ୍ଗନବାଡି କର୍ମୀ କିଛି ଭୁଲ ତଥ୍ୟ ଦେଇଥିବା ଅଭିଯୋଗରେ ଅଙ୍ଗନବାଡି କର୍ମୀ ଜମ୍ଭୁବତୀ ଦେବୀଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଗାଁ ଲୋକେ ରାସ୍ତାରୋକୋ କରିବା […] The post ସୁଭଦ୍ରା ଯୋଜନାରୁ ବାଦ୍‌ ପଡ଼ିବାରୁ ଅଙ୍ଗନବାଡି କର୍ମୀଙ୍କୁ ଖୁଣ୍ଟରେ ବାନ୍ଧିଲେ ଲୋକେ appeared first on Dharitri Odia News.

ସୁଭଦ୍ରା ଯୋଜନାରୁ ବାଦ୍‌ ପଡ଼ିବାରୁ ଅଙ୍ଗନବାଡି କର୍ମୀଙ୍କୁ ଖୁଣ୍ଟରେ ବାନ୍ଧିଲେ ଲୋକେ

ଗଜପତି,୫।୧୨(ଗିରିଧାରୀ ପରିଛା):ଗଜପତି ଜିଲା ରାୟଗଡ ବ୍ଲକ ହଟିବାଡି ଗ୍ରାମରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ହଟିବାଡି ଗ୍ରାମର ମହିଳା ଓ କିଛି ଝିଅ ସୁଭଦ୍ରା ଯୋଜନାରେ ଆବେଦନ କରିଥିଲେ। ହେଲେ ଗ୍ରାମର କିଛି ମହିଳା ଏହି ଯୋଜନାରୁ କିଛି ଭୁଲ ତଥ୍ୟ ଲାଗି ଏହି ଯୋଜନାରୁ ବାଦ୍‌ ପଡିଛନ୍ତି । ଏଠାକାର ଅଙ୍ଗନବାଡି କର୍ମୀ କିଛି ଭୁଲ ତଥ୍ୟ ଦେଇଥିବା ଅଭିଯୋଗରେ ଅଙ୍ଗନବାଡି କର୍ମୀ ଜମ୍ଭୁବତୀ ଦେବୀଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଗାଁ ଲୋକେ ରାସ୍ତାରୋକୋ କରିବା ସହ ଆନ୍ଦୋଳନ କରିଛନ୍ତି। ପରେ ଘଟଣାସ୍ଥଳେ ରାୟଗଡ ବିଡ଼ିଓ ସୁଧୀର କୁମାର ସିଂ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଲୋକେ ଆନ୍ଦୋଳନରୁ ଓହରିଥିଲେ।

The post ସୁଭଦ୍ରା ଯୋଜନାରୁ ବାଦ୍‌ ପଡ଼ିବାରୁ ଅଙ୍ଗନବାଡି କର୍ମୀଙ୍କୁ ଖୁଣ୍ଟରେ ବାନ୍ଧିଲେ ଲୋକେ appeared first on Dharitri Odia News.