ସୁଭଦ୍ରା ସର୍ଭେରେ ସାମିଲ୍‌ ହେବେ କଲେଜ_ଛାତ୍ରୀ

ଭୁବନେଶ୍ବର:ଏଣିକି ସୁଭଦ୍ରା ହିତାଧିକାରୀଙ୍କ ସଂପର୍କରେ ସର୍ଭେରେ ସାମିଲ୍‌ ହେବେ କଲେଜ ଛାତ୍ରୀ।ସୁଭଦ୍ରା ସୋସାଇଟି ପରିଚାଳନା ପରିଷଦ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ପଞ୍ଜୀକରଣ ପରେ ଅପ୍ଟ ଆଉଟ୍ ହୋଇଥିବା ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯିବ।ସୁଭଦ୍ରା ହେଲ୍ପ ଡେସ୍କ ଆଉ ୩ ମାସ ବୃଦ୍ଧି କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ଅନ୍ୟପଟେ ଲକ୍ଷପତି ଦିଦି ପ୍ରଥମ ସ୍ଥାନରେ ଓଡ଼ିଶା।ଲକ୍ଷପତି ଦିଦି ସୃଷ୍ଟି କରିବାରେ ଦେଶରେ ପ୍ରଥମ ସ୍ଥାନରେ ଓଡ଼ିଶା ରହିଛି।ଏଯାବତ୍ ୧୪ ଲକ୍ଷରୁ ଊର୍ଦ୍ଧ୍ବ ମହିଳା ହେଲେଣି ଲକ୍ଷପତି ଦିଦିଅନୁମୋଦିତ […]

ସୁଭଦ୍ରା ସର୍ଭେରେ ସାମିଲ୍‌ ହେବେ କଲେଜ_ଛାତ୍ରୀ

ଭୁବନେଶ୍ବର:ଏଣିକି ସୁଭଦ୍ରା ହିତାଧିକାରୀଙ୍କ ସଂପର୍କରେ ସର୍ଭେରେ ସାମିଲ୍‌ ହେବେ କଲେଜ ଛାତ୍ରୀ।ସୁଭଦ୍ରା ସୋସାଇଟି ପରିଚାଳନା ପରିଷଦ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ପଞ୍ଜୀକରଣ ପରେ ଅପ୍ଟ ଆଉଟ୍ ହୋଇଥିବା ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯିବ।ସୁଭଦ୍ରା ହେଲ୍ପ ଡେସ୍କ ଆଉ ୩ ମାସ ବୃଦ୍ଧି କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ଅନ୍ୟପଟେ ଲକ୍ଷପତି ଦିଦି ପ୍ରଥମ ସ୍ଥାନରେ ଓଡ଼ିଶା।ଲକ୍ଷପତି ଦିଦି ସୃଷ୍ଟି କରିବାରେ ଦେଶରେ ପ୍ରଥମ ସ୍ଥାନରେ ଓଡ଼ିଶା ରହିଛି।ଏଯାବତ୍ ୧୪ ଲକ୍ଷରୁ ଊର୍ଦ୍ଧ୍ବ ମହିଳା ହେଲେଣି ଲକ୍ଷପତି ଦିଦିଅନୁମୋଦିତ ଲକ୍ଷ୍ୟର ୮୨ ପ୍ରତିଶତ ପୂରଣ କରିଛି ଓଡ଼ିଶା।