ସୁଭଦ୍ରାଙ୍କ ରଥ ଆଗରେ ଡାକ୍ତରଙ୍କୁ ପିଟିଲେ ପୋଲସ, କାରଣ ଜାଣିଲେ…
ପୁରୀ,୮।୭: ରଥଯାତ୍ରା ବେଳେ ପୁରୀରେ ଡାକ୍ତରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ସୁଭଦ୍ରାଙ୍କ ରଥ ଆଗରେ ଡାକ୍ତର ଶାନ୍ତନୁ ପାଢ଼ୀଙ୍କୁ ପୋଲିସ ମାଡ଼ ମାରିଥିବାର ଅଭିଯୋଗ ହୋଇଛି। ଡାକ୍ତର ଶାନ୍ତନୁ ପାଢ଼ୀ କହିଛନ୍ତି, ମେଡିକାଲ ଛକରେ ସୁଭଦ୍ରାଙ୍କ ରଥ ଦଉଡ଼ି ଛୁଇଁବାକୁ ଯାଇଥିବା ବେଳେ ସେଠାରେଥିବା ପୋଲିସ ତାଙ୍କୁ ମାଡ଼ ମାରିଥିଲା। ଡାକ୍ତର ବୋଲି ପରିଚୟ ଦେବା ସତ୍ତ୍ବେ ପୋଲିସ ମାଡ଼ ମାରିଥିବା ସେ କହିଛନ୍ତି । ଉପରିସ୍ଥ ଅଧିକାରୀଙ୍କୁ ସେ ଏବାବଦରେ ଅବଗତ କରାଇଛନ୍ତି । […] The post ସୁଭଦ୍ରାଙ୍କ ରଥ ଆଗରେ ଡାକ୍ତରଙ୍କୁ ପିଟିଲେ ପୋଲସ, କାରଣ ଜାଣିଲେ… appeared first on Dharitri Odia News.
ପୁରୀ,୮।୭: ରଥଯାତ୍ରା ବେଳେ ପୁରୀରେ ଡାକ୍ତରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ସୁଭଦ୍ରାଙ୍କ ରଥ ଆଗରେ ଡାକ୍ତର ଶାନ୍ତନୁ ପାଢ଼ୀଙ୍କୁ ପୋଲିସ ମାଡ଼ ମାରିଥିବାର ଅଭିଯୋଗ ହୋଇଛି। ଡାକ୍ତର ଶାନ୍ତନୁ ପାଢ଼ୀ କହିଛନ୍ତି, ମେଡିକାଲ ଛକରେ ସୁଭଦ୍ରାଙ୍କ ରଥ ଦଉଡ଼ି ଛୁଇଁବାକୁ ଯାଇଥିବା ବେଳେ ସେଠାରେଥିବା ପୋଲିସ ତାଙ୍କୁ ମାଡ଼ ମାରିଥିଲା। ଡାକ୍ତର ବୋଲି ପରିଚୟ ଦେବା ସତ୍ତ୍ବେ ପୋଲିସ ମାଡ଼ ମାରିଥିବା ସେ କହିଛନ୍ତି । ଉପରିସ୍ଥ ଅଧିକାରୀଙ୍କୁ ସେ ଏବାବଦରେ ଅବଗତ କରାଇଛନ୍ତି । ତାଙ୍କୁ ର୍ଦୁବ୍ୟହାର କରିଥିବା ପୋଲିସ ଅଧିକାରୀଙ୍କ ନାଁ ଅମରେଶ ପଣ୍ଡା ବୋଲିଶାନ୍ତନ୍ତୁ ପାଢ଼ୀ କହିଛନ୍ତି ।
The post ସୁଭଦ୍ରାଙ୍କ ରଥ ଆଗରେ ଡାକ୍ତରଙ୍କୁ ପିଟିଲେ ପୋଲସ, କାରଣ ଜାଣିଲେ… appeared first on Dharitri Odia News.