ସୁରକ୍ଷାକର୍ମୀ- ମାଓବାଦୀ ମଧ୍ୟରେ ଗୁଳିବିନିମୟ, ଏନକାଉଣ୍ଟରରେ ୪ ମାଓବାଦୀ ମୃତ
ଓଡ଼ିଶା ଭାସ୍କର: ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାରୁ ବଡ଼ ଖବର ସାମ୍ନାକୁ ଆସିଛି । ମଙ୍ଗଳବାର ବିଜାପୁର ଟୁଙ୍ଗାଲି ଜଙ୍ଗଲରେ ମାଓବାଦୀ ଲୁୁୁଚିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଜାରି କରାଯାଇଥିଲା । ଏହି ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷାକର୍ମୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲା । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ମାଓବାଦୀ ନିହତ ହୋଇଥିବା ଖବର ସାମ୍ନାକୁ ଆସିଛି । ତେବେ ଗତ ୪ ଦିନରେ ବିଜାପୁରରେ ୮ ଜଣ ମାଓବାଦୀଙ୍କ ଏନକାଉଣ୍ଟର କରାଯାଇଥିଲା […]

ଓଡ଼ିଶା ଭାସ୍କର: ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାରୁ ବଡ଼ ଖବର ସାମ୍ନାକୁ ଆସିଛି । ମଙ୍ଗଳବାର ବିଜାପୁର ଟୁଙ୍ଗାଲି ଜଙ୍ଗଲରେ ମାଓବାଦୀ ଲୁୁୁଚିଥିବା ସନ୍ଦେହରେ ସର୍ଚ୍ଚ ଅପରେସନ ଜାରି କରାଯାଇଥିଲା । ଏହି ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷାକର୍ମୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳିବିନିମୟ ଚାଲିଥିଲା । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୪ ମାଓବାଦୀ ନିହତ ହୋଇଥିବା ଖବର ସାମ୍ନାକୁ ଆସିଛି । ତେବେ ଗତ ୪ ଦିନରେ ବିଜାପୁରରେ ୮ ଜଣ ମାଓବାଦୀଙ୍କ ଏନକାଉଣ୍ଟର କରାଯାଇଥିଲା ।