ସୁରଭି ଜ୍ୟୋତିଙ୍କ ଘରେ ବାଜିବ ଶାହାନାଇ, ଏହି ଦିନ ପ୍ରେମିକ ସହ ନେବେ ସାତଫେରା
ମୁମ୍ଵାଇ ୨୨।୧୦: ଟେଲି ଅଭିନେତ୍ରୀ ସୁରଭି ଜ୍ୟୋତି। ବର୍ତ୍ତମାନ ତାଙ୍କ ବିଷୟରେ ବଡ ଖବର ସାମ୍ନାକୁ ଆସୁଛି । ନାଗିନ୍ ଅଭିନେତ୍ରୀ ବର୍ତ୍ତମାନ ତାଙ୍କର ଦୀର୍ଘ ଦିନର ପ୍ରେମିକ ସୁମିତ ସୁରିଙ୍କୁ ବିବାହ କରିବାକୁ ଯାଉଛନ୍ତି। ରିପୋର୍ଟ ଅନୁଯାୟୀ, ଗତ ଥର ବିବାହ ଘୋଷଣା ପରେ ହଇଚଇ ସୃଷ୍ଟି ହୋଇଥିଲା । ପରେ ଅଭିନେତ୍ରୀ ସିକ୍ରେଟଲି ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି।ରିପୋର୍ଟ ଅନୁଯାୟୀ ଟିଭି ଅଭିନେତ୍ରୀ ସୁରଭି ଜ୍ୟୋତି ତାଙ୍କ ପ୍ରେମିକ ସୁମିତ ସୁରିଙ୍କୁ ବିବାହ କରିବାକୁ ଯାଉଛନ୍ତି। ସୁରଭି ଜ୍ୟୋତି ସୁମିତଙ୍କ ସହ ସାତ ଫେରା ନେବେ। ଅଭିନେତ୍ରୀ ଗୁପ୍ତରେ ବିବାହ କରିବାକୁ ଯାଉଛନ୍ତି କାରଣ ଗତଥର ମଧ୍ୟ ତାଙ୍କ ବିବାହ ଖବର ସବୁଆଡେ ବ୍ୟାପି ଯାଇଥିଲା କିନ୍ତୁ ପରେ ବିବାହ ସ୍ଥଗିତ ହେବାର ଖବର ଆସିଥିଲା। ଏଥର ସୁରଭି କାହାରିକୁ ନଜଣାଇ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି।View this post on InstagramA post shared by Surbhi Jyoti (@surbhijyoti)କହିବାକୁ ଗଲେ ସୁରଭି ଜ୍ୟୋତି ଜଣେ ଜଣାଶୁଣା ଟିଭି ଅଭିନେତ୍ରୀ । ସୋସିଆଲ ମିଡିଆରେ ସେ ଲୋକଙ୍କ ଠାରୁ ବହୁତ ଭଲ ପାଇବା ପାଆନ୍ତି। ତେଣୁ ତାଙ୍କ ବିବାହ ଖବର ଶୁଣି ତାଙ୍କ ପ୍ରଶଂସକମାନେ ବହୁତ ଖୁସି ହେଉଛନ୍ତି। ସୁରଭି ଚଳିତ ମାସ ୨୭ ଅକ୍ଟୋବରରେ ଜିମ କର୍ବେଟ ନ୍ୟାସନାଲ ପାର୍କର ବିଳାସପୂର୍ଣ୍ଣ ରିସର୍ଟରେ ସାତ ଫେରା ନେବାକୁ ଯାଉଛନ୍ତି। ସୁରଭି ଚାହୁଁଛନ୍ତି ଯେ
ମୁମ୍ଵାଇ ୨୨।୧୦: ଟେଲି ଅଭିନେତ୍ରୀ ସୁରଭି ଜ୍ୟୋତି। ବର୍ତ୍ତମାନ ତାଙ୍କ ବିଷୟରେ ବଡ ଖବର ସାମ୍ନାକୁ ଆସୁଛି । ନାଗିନ୍ ଅଭିନେତ୍ରୀ ବର୍ତ୍ତମାନ ତାଙ୍କର ଦୀର୍ଘ ଦିନର ପ୍ରେମିକ ସୁମିତ ସୁରିଙ୍କୁ ବିବାହ କରିବାକୁ ଯାଉଛନ୍ତି। ରିପୋର୍ଟ ଅନୁଯାୟୀ, ଗତ ଥର ବିବାହ ଘୋଷଣା ପରେ ହଇଚଇ ସୃଷ୍ଟି ହୋଇଥିଲା । ପରେ ଅଭିନେତ୍ରୀ ସିକ୍ରେଟଲି ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ରିପୋର୍ଟ ଅନୁଯାୟୀ ଟିଭି ଅଭିନେତ୍ରୀ ସୁରଭି ଜ୍ୟୋତି ତାଙ୍କ ପ୍ରେମିକ ସୁମିତ ସୁରିଙ୍କୁ ବିବାହ କରିବାକୁ ଯାଉଛନ୍ତି। ସୁରଭି ଜ୍ୟୋତି ସୁମିତଙ୍କ ସହ ସାତ ଫେରା ନେବେ। ଅଭିନେତ୍ରୀ ଗୁପ୍ତରେ ବିବାହ କରିବାକୁ ଯାଉଛନ୍ତି କାରଣ ଗତଥର ମଧ୍ୟ ତାଙ୍କ ବିବାହ ଖବର ସବୁଆଡେ ବ୍ୟାପି ଯାଇଥିଲା କିନ୍ତୁ ପରେ ବିବାହ ସ୍ଥଗିତ ହେବାର ଖବର ଆସିଥିଲା। ଏଥର ସୁରଭି କାହାରିକୁ ନଜଣାଇ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି।
କହିବାକୁ ଗଲେ ସୁରଭି ଜ୍ୟୋତି ଜଣେ ଜଣାଶୁଣା ଟିଭି ଅଭିନେତ୍ରୀ । ସୋସିଆଲ ମିଡିଆରେ ସେ ଲୋକଙ୍କ ଠାରୁ ବହୁତ ଭଲ ପାଇବା ପାଆନ୍ତି। ତେଣୁ ତାଙ୍କ ବିବାହ ଖବର ଶୁଣି ତାଙ୍କ ପ୍ରଶଂସକମାନେ ବହୁତ ଖୁସି ହେଉଛନ୍ତି। ସୁରଭି ଚଳିତ ମାସ ୨୭ ଅକ୍ଟୋବରରେ ଜିମ କର୍ବେଟ ନ୍ୟାସନାଲ ପାର୍କର ବିଳାସପୂର୍ଣ୍ଣ ରିସର୍ଟରେ ସାତ ଫେରା ନେବାକୁ ଯାଉଛନ୍ତି। ସୁରଭି ଚାହୁଁଛନ୍ତି ଯେ ଏଥର ତାଙ୍କ ବିବାହରେ କୌଣସି ପ୍ରତିବନ୍ଧକ ନହେବା ଉଚିତ। ତେଣୁ ସେ ତାଙ୍କ ବିବାହ ଖବର କାହାକୁ ନଦେବାକୁ ନିଷ୍ପତ୍ତି ନେଇଛନ୍ତି।