ସୁଶାନ୍ତ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ହସ୍ପିଟାଲରେ ଭେଟିଲେ ନବୀନ

ଭୁବନେଶ୍ୱର ୦୪/୦୨: ପୂର୍ବତନ ବିଧାୟକ ସୁଶାନ୍ତ ସିଂହ ଗୁରୁତର । ଭୁବନେଶ୍ୱରର ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ତେବେ ହସ୍ପିଟାଲ ଯାଇ ଗୁରୁତର ସୁଶାନ୍ତଙ୍କୁ ଭେଟିଛନ୍ତି ବିରୋଧି ଦଳର ନେତା ନବୀନ ପଟ୍ଟନାୟକ । ବିଜେଡିର ଅନ୍ୟ ବରିଷ୍ଠ ନେତା ମଧ୍ୟ ଗୁରୁତର ସୁଶାନ୍ତଙ୍କୁ ଭେଟିଛନ୍ତି । ସୂଚନା ଥାଉକି, ପୂର୍ବତନ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ଅବସ୍ଥା ଗୁରୁତର ହୋଇଛି । ଏହି ଅବସରରେ ସୁଶାନ୍ତ ସିଂଙ୍କୁ ଭେଟିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆଜି ଏକ ଘରୋଇ ହସ୍ପିଟାଲ ଯାଇ ସ୍ଵାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି ନବୀନ । ଦୁର୍ଘଟଣା କେସ୍‌ରେ ଫଶିଥିବା ବାଇକ୍‌କୁ ଛାଡ଼ିବାକୁ ନେଉଥିଲେ ଟଙ୍କା, ASIଙ୍କୁ ମାଡ଼ିବସିଲା ଭିଜିଲାନ୍ସସୂଚନାଥାଉକି, କିଛି ଦିନ ହେବ ବରଗଡ଼ ଜିଲ୍ଲା ଭଟ୍‌ଲିର ପୂର୍ବତନ ମନ୍ତ୍ରୀ ତଥା ବିଜେଡି‌ ନେତା ସୁଶାନ୍ତ ସିଂ ଅସୁସ୍ଥ ଅଛନ୍ତି । ବରଗଡ଼ର ଏକ ଘରୋର ହସ୍ପିଟାଲରେ ସେ ଫୁସ୍‌ଫୁସ୍ ସଂକ୍ରମଣ ସାଙ୍ଗକୁ ଏକାଧିକ ଜଟିଳ ରୋଗ ପୀଡ଼ିତ ହୋଇ ଚିକିତ୍ସତ ହେଉଥିଲେ। ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କ ଭୁବନେଶ୍ବର ସ୍ଥାନ୍ତରିତ କରାଯାଇଥିଲା। ବର୍ତ୍ତମାନ ସୁଶାନ୍ତଙ୍କ ଚିିକିତ୍ସା ଜାରି ରହିଛି। ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଚିକିତ୍ସା କରୁଥିବା ସୂଚନା ମିଳିଛି।

ସୁଶାନ୍ତ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ହସ୍ପିଟାଲରେ ଭେଟିଲେ ନବୀନ

ଭୁବନେଶ୍ୱର ୦୪/୦୨: ପୂର୍ବତନ ବିଧାୟକ ସୁଶାନ୍ତ ସିଂହ ଗୁରୁତର । ଭୁବନେଶ୍ୱରର ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ତେବେ ହସ୍ପିଟାଲ ଯାଇ ଗୁରୁତର ସୁଶାନ୍ତଙ୍କୁ ଭେଟିଛନ୍ତି ବିରୋଧି ଦଳର ନେତା ନବୀନ ପଟ୍ଟନାୟକ । ବିଜେଡିର ଅନ୍ୟ ବରିଷ୍ଠ ନେତା ମଧ୍ୟ ଗୁରୁତର ସୁଶାନ୍ତଙ୍କୁ ଭେଟିଛନ୍ତି । 

ସୂଚନା ଥାଉକି, ପୂର୍ବତନ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ଅବସ୍ଥା ଗୁରୁତର ହୋଇଛି । ଏହି ଅବସରରେ ସୁଶାନ୍ତ ସିଂଙ୍କୁ ଭେଟିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଆଜି ଏକ ଘରୋଇ ହସ୍ପିଟାଲ ଯାଇ ସ୍ଵାସ୍ଥ୍ୟ ଅବସ୍ଥା ପଚାରି ବୁଝିଛନ୍ତି ନବୀନ । 

ଦୁର୍ଘଟଣା କେସ୍‌ରେ ଫଶିଥିବା ବାଇକ୍‌କୁ ଛାଡ଼ିବାକୁ ନେଉଥିଲେ ଟଙ୍କା, ASIଙ୍କୁ ମାଡ଼ିବସିଲା ଭିଜିଲାନ୍ସ

ସୂଚନାଥାଉକି, କିଛି ଦିନ ହେବ ବରଗଡ଼ ଜିଲ୍ଲା ଭଟ୍‌ଲିର ପୂର୍ବତନ ମନ୍ତ୍ରୀ ତଥା ବିଜେଡି‌ ନେତା ସୁଶାନ୍ତ ସିଂ ଅସୁସ୍ଥ ଅଛନ୍ତି । ବରଗଡ଼ର ଏକ ଘରୋର ହସ୍ପିଟାଲରେ ସେ ଫୁସ୍‌ଫୁସ୍ ସଂକ୍ରମଣ ସାଙ୍ଗକୁ ଏକାଧିକ ଜଟିଳ ରୋଗ ପୀଡ଼ିତ ହୋଇ ଚିକିତ୍ସତ ହେଉଥିଲେ। ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡ଼ିବାରୁ ତାଙ୍କ ଭୁବନେଶ୍ବର ସ୍ଥାନ୍ତରିତ କରାଯାଇଥିଲା। ବର୍ତ୍ତମାନ ସୁଶାନ୍ତଙ୍କ ଚିିକିତ୍ସା ଜାରି ରହିଛି। ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଚିକିତ୍ସା କରୁଥିବା ସୂଚନା ମିଳିଛି।