ସେମିଳିଗୁଡ଼ାରେ ଭର୍ଚୁଆଲରେ ନୂଆ ବସ୍ଷ୍ଟାଣ୍ଡ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
କୋରାପୁଟ,୧୫ା୨(ଅମିତାଭ ବେହେରା): ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭର୍ଚୁଆଲ ମାଧ୍ୟମରେ ରାଜ୍ୟର ୧୩ଟି ଜିଲାର ୨୦ଟି ବସ୍ଷ୍ଟାଣ୍ଡର ଉଦ୍ଘାଟନ କରାଯାଇଛି। ସେଥିମଧ୍ୟରୁ କୋରାପୁଟ ଜିଲାର ସେମିଲିଗୁଡା ବସ୍ଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରି ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳବାସୀ ସୁବିଧା ପାଇପାରିବେ ବୋଲି କହିଛନ୍ତି। ଏହି ଅବସରରେ ଜିଲାପାଳ ଭି କୀର୍ତ୍ତି ଭାସନ, କୋରାପୁଟ ବିଧାୟକ ରଘୁରାମ ପୋଡାଲ, ପଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ, ଜିଲା ପରିଷଦ ଅଧକ୍ଷା ସସ୍ମିତା ମେଲେକା, ଆରଟିଓ ମାନସ ମିଶ୍ର, ସେମିଲିଗୁଡ଼ା […] The post ସେମିଳିଗୁଡ଼ାରେ ଭର୍ଚୁଆଲରେ ନୂଆ ବସ୍ଷ୍ଟାଣ୍ଡ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.
କୋରାପୁଟ,୧୫ା୨(ଅମିତାଭ ବେହେରା): ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭର୍ଚୁଆଲ ମାଧ୍ୟମରେ ରାଜ୍ୟର ୧୩ଟି ଜିଲାର ୨୦ଟି ବସ୍ଷ୍ଟାଣ୍ଡର ଉଦ୍ଘାଟନ କରାଯାଇଛି। ସେଥିମଧ୍ୟରୁ କୋରାପୁଟ ଜିଲାର ସେମିଲିଗୁଡା ବସ୍ଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରି ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳବାସୀ ସୁବିଧା ପାଇପାରିବେ ବୋଲି କହିଛନ୍ତି।
ଏହି ଅବସରରେ ଜିଲାପାଳ ଭି କୀର୍ତ୍ତି ଭାସନ, କୋରାପୁଟ ବିଧାୟକ ରଘୁରାମ ପୋଡାଲ, ପଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ, ଜିଲା ପରିଷଦ ଅଧକ୍ଷା ସସ୍ମିତା ମେଲେକା, ଆରଟିଓ ମାନସ ମିଶ୍ର, ସେମିଲିଗୁଡ଼ା ଗୋଷ୍ଠୀ ଉନୟନ ଅଧିକାରୀ, ବ୍ଲକ ଅଧ୍ୟକ୍ଷା, ସୁନାବେଡ଼ା ମ୍ୟୁନିସିପାଲିଟି ଅଧ୍ୟକ୍ଷଙ୍କ ସମେତ ବହୁ ଲୋକପ୍ରତିନିଧି ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥିଲେ।
The post ସେମିଳିଗୁଡ଼ାରେ ଭର୍ଚୁଆଲରେ ନୂଆ ବସ୍ଷ୍ଟାଣ୍ଡ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.