ସୋନିର ନୂତନ ବ୍ରାଭିଆ ୨ସିରିଜ
ଭୁବନେଶ୍ୱର,୨୭।୫: ସୋନି ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ବ୍ରାଭିଆ ୨ସିରିଜର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏଥିରେ ୪କେ ଅଲଟ୍ରା ଏଚଡି ଏଲଇଡି ଡିସପ୍ଲେ ପ୍ରଯୁକ୍ତି ସାମିଲ ଥିଲାବେଳେ ଗୁଗଲ୍ ଟିଭି ସହିତ ଏହା ସଂଯୋଜିତ ହୋଇଛି। ସେହିଭଳି ଉପଭୋକ୍ତାମାନେ ସହଜରେ ବିଭିନ୍ନ ପ୍ରକାରର ଆପ୍, ଷ୍ଟ୍ରିମିଂ ସେବା ଏବଂ ଲାଇଭ୍ ଟିଭି ଚ୍ୟାନେଲ୍ ଏହା ଜରିଆରେ ପାଇିପାରିବେ। ଏପରିକି ବ୍ରାଭିଆ ୨ସିରିଜର ଦୁଇଟି ଭିନ୍ନ ସଂସ୍କରଣ ରହିଥିଲାବେଳେ ଅତୁଳନୀୟ ଗେମିଂ […] The post ସୋନିର ନୂତନ ବ୍ରାଭିଆ ୨ସିରିଜ appeared first on Dharitri Odia News.
ଭୁବନେଶ୍ୱର,୨୭।୫: ସୋନି ଇଣ୍ଡିଆର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ବ୍ରାଭିଆ ୨ସିରିଜର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଏଥିରେ ୪କେ ଅଲଟ୍ରା ଏଚଡି ଏଲଇଡି ଡିସପ୍ଲେ ପ୍ରଯୁକ୍ତି ସାମିଲ ଥିଲାବେଳେ ଗୁଗଲ୍ ଟିଭି ସହିତ ଏହା ସଂଯୋଜିତ ହୋଇଛି। ସେହିଭଳି ଉପଭୋକ୍ତାମାନେ ସହଜରେ ବିଭିନ୍ନ ପ୍ରକାରର ଆପ୍, ଷ୍ଟ୍ରିମିଂ ସେବା ଏବଂ ଲାଇଭ୍ ଟିଭି ଚ୍ୟାନେଲ୍ ଏହା ଜରିଆରେ ପାଇିପାରିବେ।
ଏପରିକି ବ୍ରାଭିଆ ୨ସିରିଜର ଦୁଇଟି ଭିନ୍ନ ସଂସ୍କରଣ ରହିଥିଲାବେଳେ ଅତୁଳନୀୟ ଗେମିଂ କ୍ଷମତା ଥିବା ଏସ୨୫ ଏବଂ ଅନ୍ୟଟି ଏସ୨୦ ମଡେଲ,ଏହା ଗେମିଂ ବୃଦ୍ଧି ବିନା ଅନ୍ୟ ଉକୃଷ୍ଟ ବୈଶିଷ୍ଟ୍ୟଗୁଡ଼ିକୁ ପ୍ରାଥମିକତା ଦେଉଛି। ବ୍ରାଭିଆ-୨ ସିରିଜରେ ଓପନ୍ ବ୍ୟାକ୍ଲ ଫାୟାରିଂ ଟ୍ବିନ୍ ସ୍ପିକର ରହିଛି,ଯେଉଁଥିରେ ଡଲବି ଅଡିଓ ସହ ୨୦ୱାଟ୍ ଶକ୍ତିଶାଳୀ ଶବ୍ଦ ଉପଲବ୍ଧ ହେଉଛି।
The post ସୋନିର ନୂତନ ବ୍ରାଭିଆ ୨ସିରିଜ appeared first on Dharitri Odia News.