ସୋସ ପୋଲିସ ଦ୍ବାରା ଫ୍ଲାଗ ମାର୍ଚ୍ଚ।
ହାଟଡିହି ଆଜି ହାଟଡିହି ବ୍ଲକର ସୋସ ଥାନା ଅନ୍ତର୍ଗତ ବିଦ୍ୟାଧରପୁର, ବାଲି ବରେଇ, ଓଏମସି ,ବାଙ୍ଗୋର ସହ ସୋସ ଅଞ୍ଚଳ ରେ କେନ୍ଦୁଝର ଜିଲ୍ଲା ଏସପି ନୀତିନ କୁଶଲ କର ଙ୍କ ନିର୍ଦ୍ଦେଶ କ୍ରମେ ଆନନ୍ଦପୁର ଉପକ୍ଷଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଙ୍କ ନେତୃତ୍ଵ ରେ ସୋସ ଥାନା ଅଧିକାରୀ ଓ ଆନନ୍ଦପୁର ଥାନା ଅଧିକାରୀ ପୂର୍ଣ୍ଣ ସୋହଯୋଗ ରେ ସିଏଆଇସଫ ର ଗୋଟିଏ ବାଟାଲିୟନ ଫ୍ଲାଗ ମାର୍ଚ୍ଚ କରିଥିବା ବେଳେ କିପରି ନିର୍ବାଚନ ସମୟରେ […] The post ସୋସ ପୋଲିସ ଦ୍ବାରା ଫ୍ଲାଗ ମାର୍ଚ୍ଚ। appeared first on Odisha.News.

ହାଟଡିହି ଆଜି ହାଟଡିହି ବ୍ଲକର ସୋସ ଥାନା ଅନ୍ତର୍ଗତ ବିଦ୍ୟାଧରପୁର, ବାଲି ବରେଇ, ଓଏମସି ,ବାଙ୍ଗୋର ସହ ସୋସ ଅଞ୍ଚଳ ରେ କେନ୍ଦୁଝର ଜିଲ୍ଲା ଏସପି ନୀତିନ କୁଶଲ କର ଙ୍କ ନିର୍ଦ୍ଦେଶ କ୍ରମେ ଆନନ୍ଦପୁର ଉପକ୍ଷଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଙ୍କ ନେତୃତ୍ଵ ରେ ସୋସ ଥାନା ଅଧିକାରୀ ଓ ଆନନ୍ଦପୁର ଥାନା ଅଧିକାରୀ ପୂର୍ଣ୍ଣ ସୋହଯୋଗ ରେ ସିଏଆଇସଫ ର ଗୋଟିଏ ବାଟାଲିୟନ ଫ୍ଲାଗ ମାର୍ଚ୍ଚ କରିଥିବା ବେଳେ କିପରି ନିର୍ବାଚନ ସମୟରେ ଉକ୍ତ ଅଞ୍ଚଳ ରେ ଶାନ୍ତି ଶୃଙ୍ଖଳା ସହକାରେ ନିର୍ବାଚନ ପରିଚାଳନା ହେବ ସେ ବିଷୟ ରେ ଅଞ୍ଚଳ ରେ ସାଧାରଣ ଲୋକ ଙ୍କୁ ବାର୍ତ୍ତା ଦିଆଯାଇଥିଲା। ଯାହାକୁ ଅଞ୍ଚଳର ଲୋକ ମାନେ ସ୍ବାଗତ କରିବା ସହ ପେଟ୍ରୋଲିଂ କୁ କଡାକଡି କରିବାକୁ ଅନୁରୋଧ କରିଛନ୍ତି।
The post ସୋସ ପୋଲିସ ଦ୍ବାରା ଫ୍ଲାଗ ମାର୍ଚ୍ଚ। appeared first on Odisha.News.