ସୋସିଆଲ ମିଡିଆରୁ ରାହାଙ୍କ ଫଟୋ ଡିଲିଟ୍ କଲେ ଆଲିଆ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଝିଅ ରାହା କପୁର। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରୁ ରାହଙ୍କ ଚେହେରା ଦେଖାଯାଉଥିବା ଫଟୋଗୁଡିକୁ ହଟାଇ ଦେଇଛନ୍ତି।ତେବେ କେବଳ ସେହି ଫଟୋଗୁଡ଼ିକ ରହିଛି ଯେଉଁଗୁଡିକରେ ରାହାଙ୍କ ମୁହଁ ଦେଖାଯାଉନାହିଁ। ନିକଟରେ ଆଲିଆ ଏବଂ ନିତୁ କପୁର ରାହାର ଫଟୋ ଉଠାଇବାକୁ ପାପରାଜି ମାନଙ୍କୁ ମନା କରିଥିଲେ। ଅପରପକ୍ଷରେ ବ୍ୟକ୍ତିଗତ ସୁରକ୍ଷାକୁ ନଜରରେ ରଖି ମା’ ଆଲିଆ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ତେବେ ପ୍ରଶଂସକମାନେ […] The post ସୋସିଆଲ ମିଡିଆରୁ ରାହାଙ୍କ ଫଟୋ ଡିଲିଟ୍ କଲେ ଆଲିଆ appeared first on Odisha.News.

ସୋସିଆଲ ମିଡିଆରୁ ରାହାଙ୍କ ଫଟୋ ଡିଲିଟ୍ କଲେ ଆଲିଆ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ଝିଅ ରାହା କପୁର। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରୁ ରାହଙ୍କ ଚେହେରା ଦେଖାଯାଉଥିବା ଫଟୋଗୁଡିକୁ ହଟାଇ ଦେଇଛନ୍ତି।ତେବେ କେବଳ ସେହି ଫଟୋଗୁଡ଼ିକ ରହିଛି ଯେଉଁଗୁଡିକରେ ରାହାଙ୍କ ମୁହଁ ଦେଖାଯାଉନାହିଁ।

ନିକଟରେ ଆଲିଆ ଏବଂ ନିତୁ କପୁର ରାହାର ଫଟୋ ଉଠାଇବାକୁ ପାପରାଜି ମାନଙ୍କୁ ମନା କରିଥିଲେ। ଅପରପକ୍ଷରେ ବ୍ୟକ୍ତିଗତ ସୁରକ୍ଷାକୁ ନଜରରେ ରଖି ମା’ ଆଲିଆ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି। ତେବେ ପ୍ରଶଂସକମାନେ ମଧ୍ୟ ଅଭିନେତ୍ରୀଙ୍କ ଝିଅ ରାହାଙ୍କ କ୍ୟୁଟନେସର ଏକ ଝଲକ ପାଇବା ପାଇଁ ଖୁବ୍ ଏକ୍ସାଇଟେଡ୍ ରହିଥାନ୍ତି।

The post ସୋସିଆଲ ମିଡିଆରୁ ରାହାଙ୍କ ଫଟୋ ଡିଲିଟ୍ କଲେ ଆଲିଆ appeared first on Odisha.News.