ସୋସିଆଲ ମିଡିଆରେ ଗୁଜବକାରୀଙ୍କୁ କଡ଼ା ଜବାବ ଦେଲେ ନବୀନ

ନନ୍ଦିଘୋଷ ବ୍ୟୁରୋ: କଣ୍ଟାବାଞ୍ଜି ଓ ହିଞ୍ଜିଳିରୁ ନିର୍ବାଚନ ଲଢ଼ିବା ନେଇ ମୁହଁ ଖୋଲିଲେ ନବୀନ। ସୋସିଆଲ ମିଡିଆରେ ଗୁଜବକାରୀଙ୍କୁ କଡ଼ା... The post ସୋସିଆଲ ମିଡିଆରେ ଗୁଜବକାରୀଙ୍କୁ କଡ଼ା ଜବାବ ଦେଲେ ନବୀନ appeared first on .

ସୋସିଆଲ ମିଡିଆରେ ଗୁଜବକାରୀଙ୍କୁ କଡ଼ା ଜବାବ ଦେଲେ ନବୀନ

ନନ୍ଦିଘୋଷ ବ୍ୟୁରୋ: କଣ୍ଟାବାଞ୍ଜି ଓ ହିଞ୍ଜିଳିରୁ ନିର୍ବାଚନ ଲଢ଼ିବା ନେଇ ମୁହଁ ଖୋଲିଲେ ନବୀନ। ସୋସିଆଲ ମିଡିଆରେ ଗୁଜବକାରୀଙ୍କୁ କଡ଼ା ଜବାବ ଦେଇଛନ୍ତି ନବୀନ ପଟ୍ଟନାୟକ। ନବୀନ କହିଛନ୍ତି, ଏମାନେ ହେଉଛନ୍ତି ସେହି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି। ଯେଉଁମାନେ ଗତ ନିର୍ବାଚନ ସମୟରେ ବିଭିନ୍ନ ବିଷୟରେ ମିଛ କାହାଣୀ ଶୁଣାଇ ଥିଲେ। ଏପରି କି ରାଜନୈତିକ ଫାଇଦା ପାଇଁ ବିଭିନ୍ନ ବିଷୟକୁ ନେଇ ଗୁଜବ କରିବାକୁ ପଛାଇ ନଥିଲେ। ଏପରି ବିଭ୍ରାନ୍ତ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ଭଲ ଭାବେ ଚିହ୍ନି ସାରିଲେଣି ଓଡ଼ିଶାବାସୀ। ମହାପ୍ରଭୁ ଜଗନ୍ନାଥ ଏହି ଅପପ୍ରଚାରକାରୀଙ୍କୁ ସଦବୁଦ୍ଧି ଦିଅନ୍ତୁ ବୋଲି କହିଛନ୍ତି ନବୀନ ପଟ୍ଟନାୟକ।

The post ସୋସିଆଲ ମିଡିଆରେ ଗୁଜବକାରୀଙ୍କୁ କଡ଼ା ଜବାବ ଦେଲେ ନବୀନ appeared first on .