ସୌଭାଗ୍ୟ ପାଇଁ ସାତ ଉପାୟ

ଜୀବନରେ ସୌଭାଗ୍ୟ ଓ ଦୁର୍ଭାଗ୍ୟ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ଭଳି ରହିଥାଏ । ସବୁବେଳେ ଈଶ୍ୱରଙ୍କ ପ୍ରତି ସମର୍ପଣ ଭାବନା ରଖି ନିଜ କାର୍ଯ୍ୟ ସମ୍ପାଦନ କଲେ ସୌଭାଗ୍ୟ ପ୍ରାପ୍ତ ହୋଇପାରିବ ବୋଲି ବିଶ୍ୱାସ ରହିଛି । ତେବେ କିଛି ଉପାୟ ଏପରି ରହିଛି ଯାହାକୁ ଅନୁକରଣ କରିବା ଦ୍ୱାରା ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି । – ଘରର ମୁଖ୍ୟଦ୍ୱାର ଉପରେ ଭଗବାନ ଶ୍ରୀଗଣେଶଙ୍କ ପ୍ରତିମା ଅବା ଚିତ୍ର ଲଗାନ୍ତୁ । […]

ସୌଭାଗ୍ୟ ପାଇଁ ସାତ ଉପାୟ
ସୌଭାଗ୍ୟ ପାଇଁ ସାତ ଉପାୟ

ଜୀବନରେ ସୌଭାଗ୍ୟ ଓ ଦୁର୍ଭାଗ୍ୟ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ଭଳି ରହିଥାଏ । ସବୁବେଳେ ଈଶ୍ୱରଙ୍କ ପ୍ରତି ସମର୍ପଣ ଭାବନା ରଖି ନିଜ କାର୍ଯ୍ୟ ସମ୍ପାଦନ କଲେ ସୌଭାଗ୍ୟ ପ୍ରାପ୍ତ ହୋଇପାରିବ ବୋଲି ବିଶ୍ୱାସ ରହିଛି । ତେବେ କିଛି ଉପାୟ ଏପରି ରହିଛି ଯାହାକୁ ଅନୁକରଣ କରିବା ଦ୍ୱାରା ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି ।
– ଘରର ମୁଖ୍ୟଦ୍ୱାର ଉପରେ ଭଗବାନ ଶ୍ରୀଗଣେଶଙ୍କ ପ୍ରତିମା ଅବା ଚିତ୍ର ଲଗାନ୍ତୁ । ଠାକୁରଙ୍କ ମୁହଁ ଘର ଭିତରକୁ ରହିବ, ଏହାସହ ପ୍ରତିଦିନ ସକାଳୁ ଏହି ଠାକୁରଙ୍କ ପାଖରେ ଦୁବ ଅର୍ପଣ କରନ୍ତୁ, ଶୁଭ ହୋଇଥାଏ ।
– ମା’ଲକ୍ଷ୍ମୀଙ୍କ ସହିତ ଭଗବାନ ବିଷ୍ଣୁଙ୍କ ଯୁଗଳ ମୂର୍ତ୍ତି ପୂଜା କରନ୍ତୁ । ପୂଜା ପରେ ଛୋଟପିଲା ଓ ଭିକାରୀଙ୍କୁ ଭୋଜନ ଦାନ କରନ୍ତୁ । ଏହାଦ୍ୱାରା ସମସ୍ତ ଦୁଃଖ ଦୂର ହୋଇଯିବ ।
– ନୂଆକାର୍ଯ୍ୟ, ବ୍ୟବସାୟ, ଚାକିରି, ରୋଜଗାର ଆଦି ଶୁଭ କାର୍ଯ୍ୟରେ ବାହାରିବା ପୂର୍ବରୁ ଘରର କୌଣସି ମହିଳା ଏକମୁଠା କଳା ବିରି ପକାଇ ଏହାକୁ ଭୂମିରେ ଛିଞ୍ଚାଡ଼ି ଦିଅନ୍ତୁ, ଏହାଦ୍ୱାରା ସଫଳତା ମିଳିବ।
– ଗରିବ, ଅସହାୟ, ରୋଗୀ ଅବା କିନ୍ନରଙ୍କୁ ସହାୟତା ପାଇଁ ଦାନ କରନ୍ତୁ । ଯଦି ସମ୍ଭବ କିନ୍ନରଙ୍କ ପାଖରୁୁ ଏକ କଏନ ଆଣି ଆପଣଙ୍କ ମନିପର୍ସରେ ରଖନ୍ତୁ । ଏହାଦ୍ୱାରା ବହୁତ ଲାଭ ହୋଇଥାଏ ।
– କଳା ହଳଦି ଖଣ୍ଡ ଶୁଭ ମୁହୂର୍ତ୍ତରେ ଘରେ, ବ୍ୟବସାୟୀମାନେ କ୍ୟାସ ବକ୍ସ ରଖନ୍ତୁ, ଅବା ବେକରେ ଏକ ସୂତା ଦ୍ୱାରା ଲଗାଇ ଦିଅନ୍ତୁ । ଖୁବ ଶୁଭ ହୋଇଥାଏ ।
– ରବି ପୁଷ୍ପ ନକ୍ଷତ୍ରର ଶୁଭ ମୂହୁର୍ତ୍ତରେ ବାହାଡ଼ା ମୂଳ ଅବା ପତ୍ର କିମ୍ବା ଶଙ୍ଖ ପୁଷ୍ପ ମୂଳ ଆଣି ଘରେ ରଖନ୍ତୁ, ଶୁଭ ହେବ ।