ସ୍କୁଟରକୁ ଧକ୍କା ଦେଲା ମୋ ବସ୍, ଚାଲିଗଲା ଆରୋହୀଙ୍କ ଜୀବନ

ଭୁବନେଶ୍ବର ୨୫।୯: ମୋ ବସ୍ ଧକ୍କାରେ ସ୍କୁଟର ଚାଳକଙ୍କ ମୃତ୍ୟୁ ହୋଇଛି । ରଘୁନାଥପୁର ଛକରେ ଘଟିଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମୃତକ ହେଉଛନ୍ତି ନିରଞ୍ଜନ ପଣ୍ଡା । ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ନନ୍ଦନକାନନ ଥାନା ପୋଲିସ । ଦୁର୍ଘଟଣା ଘଟାଇଥିବା ମୋ ବସ୍‌କୁ ଅଟକ ରଖି ତଦନ୍ତ କରୁଛି ପୋଲିସ । You Can Read:୪ ବର୍ଷର ଦୁଇ ଶିଶୁଙ୍କ ସଲୀଳ ସମାଧି, ଖେଳୁ ଖେଳୁ ପୋଖରୀରେ ବୁଡିଗଲେ

ସ୍କୁଟରକୁ ଧକ୍କା ଦେଲା ମୋ ବସ୍, ଚାଲିଗଲା ଆରୋହୀଙ୍କ ଜୀବନ

ଭୁବନେଶ୍ବର ୨୫।୯: ମୋ ବସ୍ ଧକ୍କାରେ ସ୍କୁଟର ଚାଳକଙ୍କ ମୃତ୍ୟୁ ହୋଇଛି । ରଘୁନାଥପୁର ଛକରେ ଘଟିଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମୃତକ ହେଉଛନ୍ତି ନିରଞ୍ଜନ ପଣ୍ଡା । ମୃତଦେହ ଜବତ କରି କ୍ୟାପିଟାଲ ହସ୍ପିଟାଲକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ନନ୍ଦନକାନନ ଥାନା ପୋଲିସ । ଦୁର୍ଘଟଣା ଘଟାଇଥିବା ମୋ ବସ୍‌କୁ ଅଟକ ରଖି ତଦନ୍ତ କରୁଛି ପୋଲିସ । 

You Can Read:

୪ ବର୍ଷର ଦୁଇ ଶିଶୁଙ୍କ ସଲୀଳ ସମାଧି, ଖେଳୁ ଖେଳୁ ପୋଖରୀରେ ବୁଡିଗଲେ