ସ୍କୁଟି ରଖି ନଦୀକୁ ଡେଇଁଲେ ଅଜଣା ବ୍ୟକ୍ତି, ଅଗ୍ନିଶମ ବିଭାଗର ସନ୍ଧାନ ଜାରି
ଛତ୍ରପୁର,୨୩।୧୦ ଦିଲ୍ଲୀପ ସାମଲ/ବିଦ୍ୟାଧର ସାହୁ: ଗଞ୍ଜାମ ଥାନା ଅଧିନ ଋଷିକୁଲ୍ୟା ପୋଲ ନିକଟରେ ସ୍କୁଟି ରଖି ନଦୀକୁ ଡେଇଁ ପଡିଛନ୍ତି ଜଣେ ଅଜଣା ବ୍ୟକ୍ତି। ଘଟଣାର ଖବର ପାଇଁ ଅଗ୍ନିଶମ ବିଭାଗ ଓ ଗଞ୍ଜାମ ପୋଲିସର ତଦନ୍ତ କରୁଛି। କିଏ ଓ କାହିଁକି ଏପରି କରିଛନ୍ତି ତାହା ଜଣାପଡିନାହିଁ। ପୋଲ ନିକଟରେ ରହିଛି ସ୍କୁଟି, ଚପଲ, ଗ୍ୟାସ ପାସ ବୁକ ଏବଂ କିଛି ପିଆଜ ପଡିରହିଛି। ରୁଷିକୁଲ୍ୟ ନଦୀ ଭିତରେ ପଶି ଅଗ୍ନିଶମ ବିଭାଗ ସନ୍ଧାନ ଜାରି […] The post ସ୍କୁଟି ରଖି ନଦୀକୁ ଡେଇଁଲେ ଅଜଣା ବ୍ୟକ୍ତି, ଅଗ୍ନିଶମ ବିଭାଗର ସନ୍ଧାନ ଜାରି appeared first on Dharitri Odia News.
ଛତ୍ରପୁର,୨୩।୧୦ ଦିଲ୍ଲୀପ ସାମଲ/ବିଦ୍ୟାଧର ସାହୁ: ଗଞ୍ଜାମ ଥାନା ଅଧିନ ଋଷିକୁଲ୍ୟା ପୋଲ ନିକଟରେ ସ୍କୁଟି ରଖି ନଦୀକୁ ଡେଇଁ ପଡିଛନ୍ତି ଜଣେ ଅଜଣା ବ୍ୟକ୍ତି। ଘଟଣାର ଖବର ପାଇଁ ଅଗ୍ନିଶମ ବିଭାଗ ଓ ଗଞ୍ଜାମ ପୋଲିସର ତଦନ୍ତ କରୁଛି। କିଏ ଓ କାହିଁକି ଏପରି କରିଛନ୍ତି ତାହା ଜଣାପଡିନାହିଁ।
ପୋଲ ନିକଟରେ ରହିଛି ସ୍କୁଟି, ଚପଲ, ଗ୍ୟାସ ପାସ ବୁକ ଏବଂ କିଛି ପିଆଜ ପଡିରହିଛି। ରୁଷିକୁଲ୍ୟ ନଦୀ ଭିତରେ ପଶି ଅଗ୍ନିଶମ ବିଭାଗ ସନ୍ଧାନ ଜାରି ରଖିଛି। ତେବେ କିଏ ଏହିଭଳି କରିଛି ତାହା ଜଣାପଡି ନ ଥିବାବେଳେ କିଛି ଦିନ ତଳେ ଏହିପରି ଘଟଣା ଘଟିଥିଲା। ବ୍ରହ୍ମପୁର ଜଣେ ବ୍ୟକ୍ତି ଗାଡି ରଖି ପୋଲ ଉପରୁ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବାବେଳେ ପୁଣି ଆଜି ସକାଳୁ ଏହିପରି ଘଟଣା ଘଟିଛି। ଏବେ ବି ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ମତ୍ସ୍ୟଜୀବୀମାନେ ପକ୍ଷରୁ ସର୍ଚ୍ଚ ଅପରେଶନ ଜାରି ରଖିଛନ୍ତି।
The post ସ୍କୁଟି ରଖି ନଦୀକୁ ଡେଇଁଲେ ଅଜଣା ବ୍ୟକ୍ତି, ଅଗ୍ନିଶମ ବିଭାଗର ସନ୍ଧାନ ଜାରି appeared first on Dharitri Odia News.