ସ୍କୁଟିରେ ଯାଉଥିଲେ ଦମ୍ପତି, ଚାପିଦେଲା ଅଟୋ

ପୋଲସରା,୨୬ା୩: ଗଞ୍ଜାମ ଜିଲା ପୋଲସରାରେ ଏକ ଅଟୋ ଧକ୍କାରେ ଦମ୍ପତିଙ୍କ ଜୀବନ ଚାଲିଯାଇଛି। ବୁଧବାର କବିସୂର୍ଯ୍ୟନଗର ଥାନା ବୁଢ଼ାଆମ୍ବ ନିକଟରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ସ୍ବାମୀଙ୍କର ଜୀବନ ଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି। The post ସ୍କୁଟିରେ ଯାଉଥିଲେ ଦମ୍ପତି, ଚାପିଦେଲା ଅଟୋ appeared first on Dharitri Odia News.

ସ୍କୁଟିରେ ଯାଉଥିଲେ ଦମ୍ପତି, ଚାପିଦେଲା ଅଟୋ

ପୋଲସରା,୨୬ା୩: ଗଞ୍ଜାମ ଜିଲା ପୋଲସରାରେ ଏକ ଅଟୋ ଧକ୍କାରେ ଦମ୍ପତିଙ୍କ ଜୀବନ ଚାଲିଯାଇଛି। ବୁଧବାର କବିସୂର୍ଯ୍ୟନଗର ଥାନା ବୁଢ଼ାଆମ୍ବ ନିକଟରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ସ୍ବାମୀଙ୍କର ଜୀବନ ଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି।

The post ସ୍କୁଟିରେ ଯାଉଥିଲେ ଦମ୍ପତି, ଚାପିଦେଲା ଅଟୋ appeared first on Dharitri Odia News.