ସ୍କୁବା ଡାଇଭିଂରେ ଓଡ଼ିଶାର ବାପଝିଅଙ୍କ ସଫଳତା

ଦୁବାଇ,୨୬।୨: ଦୁବାଇରେ ରହୁଥିବା ଓଡ଼ିଶାର ବାପଝିଅ ସ୍କୁବା ଡାଇଭିଂରେ ଆଉ ଏକ ସଫଳତା ହାସଲ କରିଛନ୍ତି। ପ୍ରିୟଦର୍ଶୀ ପାଣିଗ୍ରାହୀ ଓ ତାଙ୍କର ୧୩ ବର୍ଷର ଝିଅ ତିସ୍ୟା ସ୍କୁବା ଡାଇଭିଂ କରି ଜୋର୍ଡାନ ନିକଟବର୍ତ୍ତୀ ଲୋହିତ ସାଗରର ୫୫ ଫୁଟ ତଳେ ଥିବା ହର୍କୁଲସ୍‌ ସି-୧୩୦ ବିମାନ ନିକଟରେ ପହଞ୍ଚି ଥିଲେ। ଲକ୍‌ହିଡ୍‌ ସି୦୧୩୦ ହର୍କୁଲସ୍‌ ବିମାନ ହେଉଛି ୪ ଇଞ୍ଜିନ୍‌ ବିଶିଷ୍ଟ ସାମରିକ ପରିବହନ ବିମାନ ଯାହା ୫୦ଦଶକରୁ ୭୦ରୁ ଊର୍ଦ୍ଧ ଦେଶର ସାମରିକ ପ୍ରତିଷ୍ଠାନ […] The post ସ୍କୁବା ଡାଇଭିଂରେ ଓଡ଼ିଶାର ବାପଝିଅଙ୍କ ସଫଳତା appeared first on Dharitri Odia News.

ସ୍କୁବା ଡାଇଭିଂରେ ଓଡ଼ିଶାର ବାପଝିଅଙ୍କ ସଫଳତା

ଦୁବାଇ,୨୬।୨: ଦୁବାଇରେ ରହୁଥିବା ଓଡ଼ିଶାର ବାପଝିଅ ସ୍କୁବା ଡାଇଭିଂରେ ଆଉ ଏକ ସଫଳତା ହାସଲ କରିଛନ୍ତି। ପ୍ରିୟଦର୍ଶୀ ପାଣିଗ୍ରାହୀ ଓ ତାଙ୍କର ୧୩ ବର୍ଷର ଝିଅ ତିସ୍ୟା ସ୍କୁବା ଡାଇଭିଂ କରି ଜୋର୍ଡାନ ନିକଟବର୍ତ୍ତୀ ଲୋହିତ ସାଗରର ୫୫ ଫୁଟ ତଳେ ଥିବା ହର୍କୁଲସ୍‌ ସି-୧୩୦ ବିମାନ ନିକଟରେ ପହଞ୍ଚି ଥିଲେ।

ଲକ୍‌ହିଡ୍‌ ସି୦୧୩୦ ହର୍କୁଲସ୍‌ ବିମାନ ହେଉଛି ୪ ଇଞ୍ଜିନ୍‌ ବିଶିଷ୍ଟ ସାମରିକ ପରିବହନ ବିମାନ ଯାହା ୫୦ଦଶକରୁ ୭୦ରୁ ଊର୍ଦ୍ଧ ଦେଶର ସାମରିକ ପ୍ରତିଷ୍ଠାନ ପାଇଁ କାମ କରିଥିଲା। ସମୁଦ୍ରରୁ ଆବର୍ଜନା ନିଷ୍କାସନ କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଉକ୍ତ ବିମାନ ୨୦୧୭ରେ ବୁଡ଼ିଯାଇଥିଲା।

The post ସ୍କୁବା ଡାଇଭିଂରେ ଓଡ଼ିଶାର ବାପଝିଅଙ୍କ ସଫଳତା appeared first on Dharitri Odia News.