ସ୍କୁଲ ପାଚେରୀ ଡେଇଁ ଚମ୍ପଟ ମାରିଥିଲେ ଛାତ୍ର,ଉଦ୍ଧାର ପରେ ପରିବାର ଲୋକଙ୍କୁ ହସ୍ତାନ୍ତର

ବୌଦ୍ଧ ୩/୭: ସ୍କୁଲରୁ ନିଖୋଜ ଶିଶୁ ଉଦ୍ଧାର । ସହରରେ ଥିବା  ବୁଟୁପାଲି UP ସ୍କୁଲରୁ ନିଖୋଜ ହୋଇଯାଇଥିଲେ ଷଷ୍ଠ ଶ୍ରେଣୀର ଛାତ୍ର ରାକେଶ ପ୍ରଧାନ । ମଧ୍ୟାହ୍ନ ଭୋଜନ ଖାଇବା ପରେ ସ୍କୁଲରୁ ପାଚେରୀ ଡେଇଁ ଚମ୍ପଟ ମାରିଥିଲେ ରାକେଶ । ବହୁ ଖୋଜାଖୋଜି ପରେ ରାକେଶକୁ ନିଜ ଗାଁ ବ୍ରାହ୍ମଣୀପାଲିରୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି ଆଶ୍ରମ ସଂପାଦକ । ପୂର୍ବରୁ ମଧ୍ୟ ଅନେକ ଛାତ୍ର ହଷ୍ଟେଲରୁ ଫେରାର ହୋଇଥିବା ନେଇ କହିଛନ୍ତି ସଂପାଦକ ।