ସ୍କୁଲ ହତା ଭିତରେ ଏମିତି କଣ ମିଳିଲା ଦେଖି ଛାନିଆ ହେଇଗଲେ ଗାଁ ଲୋକେ...ପୋଲିସ ପକ୍ଷରୁ ଛାନଭିନ ଆରମ୍ଭ

ବାଙ୍କୀ ବୈଦେଶ୍ଵର ଥାନା ଅଧିନସ୍ତ କଳାପଥର ଧଳାପଥର ଉଚ୍ଚ ବାଳକ ବିଦ୍ୟାଳୟର ହତା ମଧ୍ୟରେ ରହିଥିବା ପାଚେରୀ କଡ଼ ବରଗଛ ନିକଟରୁ ଠାବ ହେଲା ନର କ-ଙ୍କା-ଳ |ଘଟଣା ସ୍ଥଳରେ ଖବର ପାଇଁ ପହଂଚିଛି ବୈଦେଶ୍ଵର ପୋଲିସ ଆରମ୍ଭ କରିଛି ଛାନଭିନ | Odisha