ସ୍ତ୍ରୀଙ୍କୁୁ ବାଲ୍ଟିରେ ପିଟିପିଟି ମାରିଲେ ସ୍ବାମୀ
ବାଲେଶ୍ୱର,୫।୮: ସ୍ତ୍ରୀଙ୍କୁୁ ବାଲ୍ଟିରେ ପିଟିପିଟି ମାରିେଲେ ସ୍ବାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲା ଜଳେଶ୍ୱର ଥାନା ବାଣିଦା ଗାଁରେ ମୃତକ ହେଲେ କଳ୍ପନା ମହାନ୍ତି । ସ୍ତ୍ରୀ କଳ୍ପନା ସ୍ବାମୀ କାଦୁ ମହାନ୍ତିଙ୍କ ମଧ୍ୟରେ ବିଭିନ୍ନ ସମୟରେ ପାରିବାରିକ କଳହ ଲାଗି ରହୁଥିଲା। ସୋମବାର ଉଭୟଙ୍କ ମଧ୍ୟରେ ବଚସା ହେବାରୁ ଏଥିରେ ଉତ୍ତ୍ୟକ୍ତ ହୋଇ କାଦୁ ସ୍ତ୍ରୀଙ୍କୁ ବାଲ୍ଟିରେ ପିଟିପିଟି ମାରିଦେଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ସ୍ବାମୀଙ୍କୁ ଅଟକ ରଖି […] The post ସ୍ତ୍ରୀଙ୍କୁୁ ବାଲ୍ଟିରେ ପିଟିପିଟି ମାରିଲେ ସ୍ବାମୀ appeared first on Dharitri Odia News.
The post ସ୍ତ୍ରୀଙ୍କୁୁ ବାଲ୍ଟିରେ ପିଟିପିଟି ମାରିଲେ ସ୍ବାମୀ appeared first on Dharitri Odia News.