ସ୍ଥିତି ବିଗୁଡୁଛି, ସଂଗଠନ ଭୁଶୁଡୁଛି ! ବରିଷ୍ଠ ନେତାଙ୍କ ବୟାନବାଜି ବି ଦଳକୁ ଆହୁରି କ୍ଷତାକ୍ତ କରୁଛି

କଳାହାଣ୍ଡିରେ ବିଜେଡି ସଂଗଠନରେ ଫାଟ ସୃଷ୍ଟି ସୁପ୍ରିମୋଙ୍କ ମୁଣ୍ଡ ବିନ୍ଧା ବଢାଇଦେଇଛି। ଆଉ ବିଜେପି କହିଛି ବିଜେଡି ହେଲା ତଡ଼ାଖିଆଙ୍କ ଦଳ।

ସ୍ଥିତି ବିଗୁଡୁଛି, ସଂଗଠନ ଭୁଶୁଡୁଛି ! ବରିଷ୍ଠ ନେତାଙ୍କ ବୟାନବାଜି ବି ଦଳକୁ ଆହୁରି କ୍ଷତାକ୍ତ କରୁଛି
Array