ସ୍ପାଇସ୍ଜେଟ୍ ବିମାନରେ ଘଣ୍ଟାଏ ଯାଏ ଚାଲିଲା ନାହିଁ AC, ଗରମରେ ଅଣନିଶ୍ୱାସୀ ହେଲେ ଯାତ୍ରୀ, Video
ନୂଆଦିଲ୍ଲୀ,୧୯।୬: ବିମାନରେ କାମ କଲା ନାହିଁ ଏସି। ଫଳରେ ଝାଳରେ ତିନ୍ତିଲେ ଲୋକେ। ଏଭଳି ଏକ ଘଟଣା ଦିଲ୍ଲୀରୁ ଦରଭଙ୍ଗା ଯାଉଥିବା ସ୍ପାଇସ୍ଜେଟ୍ ବିମାନରେ ଘଟିଛି। ବୁଧବାର ଏସ୍ଜି-୪୮୬ ବିମାନ ଦିଲ୍ଲୀ ବିମାନବନ୍ଦରରେ ଅପେକ୍ଷା କରିଥିଲା। ପ୍ରାୟ ଏକ ଘଣ୍ଟା ଧରି ଯାତ୍ରୀ ଟେକ୍ ଅଫ୍ ପାଇଁ ଅପେକ୍ଷା କରି ରହିଥିବା ବେଳେ ଏସି ଚାଲି ନ ଥିଲା। ଏନେଇ ଯାତ୍ରୀମାନେ ବାରମ୍ବାର ଅଭିଯୋଗ କରିଥିଲେ ହେଁ ସମାଧାନ ହୋଇ ନ ଥିଲା। ଫଳରେ ଏଭଳି ସ୍ଥିତି […] The post ସ୍ପାଇସ୍ଜେଟ୍ ବିମାନରେ ଘଣ୍ଟାଏ ଯାଏ ଚାଲିଲା ନାହିଁ AC, ଗରମରେ ଅଣନିଶ୍ୱାସୀ ହେଲେ ଯାତ୍ରୀ, Video appeared first on Dharitri Odia News.
#WATCH | SpiceJet passengers travelling from Delhi to Darbhanga (SG 476) had to wait inside an aircraft without air conditioning (AC) for over an hour amid the ongoing heatwave, with several feeling unwell. pic.twitter.com/cIj2Uu1SQT
— ANI (@ANI) June 19, 2024
The post ସ୍ପାଇସ୍ଜେଟ୍ ବିମାନରେ ଘଣ୍ଟାଏ ଯାଏ ଚାଲିଲା ନାହିଁ AC, ଗରମରେ ଅଣନିଶ୍ୱାସୀ ହେଲେ ଯାତ୍ରୀ, Video appeared first on Dharitri Odia News.