ସ୍ପେନ ପର୍ଯ୍ୟଟକଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ସ୍ପେନ ପର୍ଯ୍ୟଟକଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଝାଡ଼ଖଣ୍ଡର ଡୁମକା ଜିଲ୍ଲା ହଂସଡିହ ଅଞ୍ଚଳରେ ଗଣଦୁଷ୍କର୍ମ ଅଭିଯୋଗ । ସ୍ପେନ... The post ସ୍ପେନ ପର୍ଯ୍ୟଟକଙ୍କୁ ଗଣଦୁଷ୍କର୍ମ ଅଭିଯୋଗ appeared first on .

ସ୍ପେନ ପର୍ଯ୍ୟଟକଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ସ୍ପେନ ପର୍ଯ୍ୟଟକଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଝାଡ଼ଖଣ୍ଡର ଡୁମକା ଜିଲ୍ଲା ହଂସଡିହ ଅଞ୍ଚଳରେ ଗଣଦୁଷ୍କର୍ମ ଅଭିଯୋଗ । ସ୍ପେନ ଦମ୍ପତି ବାଇକ ଟୁରରେ ବାହାରିଥିଲେ।। ରାତ୍ରିଯାପନ ପାଇଁ ହଂସଡିହ ଅଞ୍ଚଳର ଏକ ନିଛାଟିଆ ସ୍ଥାନରେ ଅସ୍ଥାୟୀ ତମ୍ବୁ ଟାଣିଥିଲେ। ଶୁକ୍ରବାର ବିଳମ୍ବିତ ରାତିରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ। ପୀଡ଼ିତାଙ୍କୁ ଡୁମକାର ଫୁଲଝାନୋ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।  ଡୁମକା ଦେଇ ବିହାରର ଭାଗଲପୁର ଅଭିମୁଖେ ଯାଉଥିଲେ ସ୍ପେନ ଦମ୍ପତି। ହଂସଡିହ ମାର୍କେଟରେ ରାତ୍ରିଯାପନ ପାଇଁ ରହିଥିଲେ ଏହି ଦମ୍ପତି। ବାଂଲାଦେଶରୁ ବାଇକରେ ଡୁମକା ଆସିଥିଲେ। ଡୁମକାରୁ ବିହାର ରାସ୍ତା ଦେଇ ନେପାଳ ଯାଇଥାନ୍ତେ।

The post ସ୍ପେନ ପର୍ଯ୍ୟଟକଙ୍କୁ ଗଣଦୁଷ୍କର୍ମ ଅଭିଯୋଗ appeared first on .