ସ୍ବର୍ଣ୍ଣ ପଦକ ଜିତିବାରେ ବାଧା ହେଲା କୋଭିଡ,ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେଲେ ଲାଇଲ୍ସ
ନୂଆଦିଲ୍ଲୀ ୯/୮: କୋଭିଡକୁ ହରାଇଲେ । ଅଲିମ୍ପିକ୍ସ ଟ୍ରାକରେ ଦୌଡି ପଦକ ଜିତିଲେ । ୨୦୦ ମିଟର ଦୌଡ ପ୍ରତିଯୋଗିତାରେ ବ୍ରୋଞ୍ଜ ଜିତିଛନ୍ତି ଆମେରିକାର ଆଥଲେଟ୍ ନୋଆ ଲାଇଲ୍ସ । ସେ ଆହୁରୁ ଦ୍ରୁତ ବେଗରେ ଦୌଡିବାକୁ ଚାହୁଁଥିଲେ,ଚେଷ୍ଟା ମଧ୍ୟ କରିଥିଲେ । କରୋନା ତାଙ୍କୁ ଆଗକୁ ବଢିବାକୁ ଦେଇନଥିବା ଭାବବିହ୍ବଳ ହୋଇ ଗଣମାଧ୍ୟମକୁ କହିଛନ୍ତି ଲାଇଲ୍ସ ।ଗୁରୁବାର ହୋଇଥିବା ପ୍ରତିଯୋଗିତାରେ ଲାଇଲ୍ସ ୨୦୦ ମିଟର ଟ୍ରାକକୁ ୧୯.୭ ସେକେଣ୍ଡରେ ଶେଷ କରିଥିଲେ । ଲାଇଲ୍ସ ଭାରତର ଦ୍ରୁତତମ ଧାବିକା ମାନଙ୍କ ମଧ୍ୟରୁ ଜଣେ । ସେ ଗୋଟିଏ ଅଲିମ୍ପିକ୍ସରେ ୧୦୦ ମିଟର ଓ ୨୦୦ ମିଟର ଦୌଡି ସ୍ବର୍ଣ୍ଣ ଜିତି ଉସେନ ବୋଲ୍ଟଙ୍କ ସମକକ୍ଷ ହେବାକୁ ଲକ୍ଷ୍ୟ ରଖିଥିଲେ । ହେଲେ କରୋନା ତାଙ୍କୁ ବାଧା ଦେଇଛି ।
ନୂଆଦିଲ୍ଲୀ ୯/୮: କୋଭିଡକୁ ହରାଇଲେ । ଅଲିମ୍ପିକ୍ସ ଟ୍ରାକରେ ଦୌଡି ପଦକ ଜିତିଲେ । ୨୦୦ ମିଟର ଦୌଡ ପ୍ରତିଯୋଗିତାରେ ବ୍ରୋଞ୍ଜ ଜିତିଛନ୍ତି ଆମେରିକାର ଆଥଲେଟ୍ ନୋଆ ଲାଇଲ୍ସ । ସେ ଆହୁରୁ ଦ୍ରୁତ ବେଗରେ ଦୌଡିବାକୁ ଚାହୁଁଥିଲେ,ଚେଷ୍ଟା ମଧ୍ୟ କରିଥିଲେ । କରୋନା ତାଙ୍କୁ ଆଗକୁ ବଢିବାକୁ ଦେଇନଥିବା ଭାବବିହ୍ବଳ ହୋଇ ଗଣମାଧ୍ୟମକୁ କହିଛନ୍ତି ଲାଇଲ୍ସ ।
ଗୁରୁବାର ହୋଇଥିବା ପ୍ରତିଯୋଗିତାରେ ଲାଇଲ୍ସ ୨୦୦ ମିଟର ଟ୍ରାକକୁ ୧୯.୭ ସେକେଣ୍ଡରେ ଶେଷ କରିଥିଲେ । ଲାଇଲ୍ସ ଭାରତର ଦ୍ରୁତତମ ଧାବିକା ମାନଙ୍କ ମଧ୍ୟରୁ ଜଣେ । ସେ ଗୋଟିଏ ଅଲିମ୍ପିକ୍ସରେ ୧୦୦ ମିଟର ଓ ୨୦୦ ମିଟର ଦୌଡି ସ୍ବର୍ଣ୍ଣ ଜିତି ଉସେନ ବୋଲ୍ଟଙ୍କ ସମକକ୍ଷ ହେବାକୁ ଲକ୍ଷ୍ୟ ରଖିଥିଲେ । ହେଲେ କରୋନା ତାଙ୍କୁ ବାଧା ଦେଇଛି ।