ସ୍ବେଚ୍ଛାକୃତ ଅବସର ନେଲେ ଆଇପିଏସ୍‌ ସଞ୍ଜୟ ସିଂହ

ଭୁବନେଶ୍ବର ୧୮।୪: ସ୍ବେଚ୍ଛାକୃତ ଅବସର ନେଲେ ଓଡିଶା କ୍ୟାଡର ଆଇପିଏସ୍‌ ସଞ୍ଜୟ ସିଂହ । ପୂର୍ବରୁ କଟକ-ଭୁବନେଶ୍ବର କମିଶନରେଟ୍‌ରେ ଆଡିସନାଲ୍ ସିପି ଭାବେ କାର୍ଯ୍ୟ କରୁଥିଲେ । ଓଡିଶା କ୍ୟାଡରର ସଞ୍ଜୟ ସିଂହ ବର୍ତ୍ତମାନ ନାର୍କୋଟିକ୍ସ ବ୍ୟୁରୋର ମୁଖ୍ୟ ଥିଲେ । ୧୯୯୬ ବ୍ୟାଚ୍‌ର କ୍ୟାଡର ହେଉଛନ୍ତି ଆଇପିଏସ୍‌ ସଞ୍ଜୟ ସିଂହ । ତାଙ୍କୁ ଭିଆର୍‌ଏସ୍‌ ଅନୁମତି ଦିଆଯାଇଛି । ସଞ୍ଜୟଙ୍କ ଆବେଦନକୁ ରାଜ୍ୟ ଗୃହ ବିଭାଗ ମଞ୍ଜୁର କରିଛି ।You Can Read :ପ୍ରଚଣ୍ଡ ତାତିରେ ଜଳିଲା ଭୁବନେଶ୍ବର, ଦିନ ସାଢ଼େ ୨ଟା ସୁଦ୍ଧା ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ

ସ୍ବେଚ୍ଛାକୃତ ଅବସର ନେଲେ ଆଇପିଏସ୍‌ ସଞ୍ଜୟ ସିଂହ

ଭୁବନେଶ୍ବର ୧୮।୪: ସ୍ବେଚ୍ଛାକୃତ ଅବସର ନେଲେ ଓଡିଶା କ୍ୟାଡର ଆଇପିଏସ୍‌ ସଞ୍ଜୟ ସିଂହ । ପୂର୍ବରୁ କଟକ-ଭୁବନେଶ୍ବର କମିଶନରେଟ୍‌ରେ ଆଡିସନାଲ୍ ସିପି ଭାବେ କାର୍ଯ୍ୟ କରୁଥିଲେ । ଓଡିଶା କ୍ୟାଡରର ସଞ୍ଜୟ ସିଂହ ବର୍ତ୍ତମାନ ନାର୍କୋଟିକ୍ସ ବ୍ୟୁରୋର ମୁଖ୍ୟ ଥିଲେ । 

୧୯୯୬ ବ୍ୟାଚ୍‌ର କ୍ୟାଡର ହେଉଛନ୍ତି ଆଇପିଏସ୍‌ ସଞ୍ଜୟ ସିଂହ । ତାଙ୍କୁ ଭିଆର୍‌ଏସ୍‌ ଅନୁମତି ଦିଆଯାଇଛି । ସଞ୍ଜୟଙ୍କ ଆବେଦନକୁ ରାଜ୍ୟ ଗୃହ ବିଭାଗ ମଞ୍ଜୁର କରିଛି ।

You Can Read :

ପ୍ରଚଣ୍ଡ ତାତିରେ ଜଳିଲା ଭୁବନେଶ୍ବର, ଦିନ ସାଢ଼େ ୨ଟା ସୁଦ୍ଧା ତାପମାତ୍ରା ୪୩.୬ ଡିଗ୍ରୀ ରେକର୍ଡ