ସ୍ଲୁଇସ ଗେଟରେ ଫାଟ : ପଶୁଛି ପାଣି, ବ୍ରିଟିଶ ଅମଳର ପୋଲ ହୋଇଥିବାରୁ ଲୋକେ ଭୟଭୀତ
ବାଲେଶ୍ବର : ସ୍ଲୁଇସ ଗେଟରେ ଫାଟ । ପଶୁଛି ପାଣି । ସୁବର୍ଣ୍ଣରେଖା ନଦୀରେ ବନ୍ଯା ଆସିବା ଫଳରେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଖାଳଝରି ସ୍ଲୁଇସ ଗେଟରେ ଫାଟ ସୃଷ୍ଟି ହୋଇଛି । ୩ଟି ଗେଟ ଦେଇ ପ୍ରବଳ ପାଣି ବାହାରୁଛି । ସମ୍ପୂର୍ଣ୍ଣ ଭାଙ୍ଗିଲେ ଭୋଗରାଇରେ ୧୮ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିବ । ଏହା ବ୍ରିଟିଶ ଅମଳର ପୋଲ ହୋଇଥିବାରୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ସୁବର୍ଣ୍ଣରେଖା ନଦୀରେ ଚଳିତ ବର୍ଷର […] The post ସ୍ଲୁଇସ ଗେଟରେ ଫାଟ : ପଶୁଛି ପାଣି, ବ୍ରିଟିଶ ଅମଳର ପୋଲ ହୋଇଥିବାରୁ ଲୋକେ ଭୟଭୀତ appeared first on KNews Odisha.

ବାଲେଶ୍ବର : ସ୍ଲୁଇସ ଗେଟରେ ଫାଟ । ପଶୁଛି ପାଣି । ସୁବର୍ଣ୍ଣରେଖା ନଦୀରେ ବନ୍ଯା ଆସିବା ଫଳରେ ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଖାଳଝରି ସ୍ଲୁଇସ ଗେଟରେ ଫାଟ ସୃଷ୍ଟି ହୋଇଛି । ୩ଟି ଗେଟ ଦେଇ ପ୍ରବଳ ପାଣି ବାହାରୁଛି ।
ସମ୍ପୂର୍ଣ୍ଣ ଭାଙ୍ଗିଲେ ଭୋଗରାଇରେ ୧୮ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡ଼ିବ । ଏହା ବ୍ରିଟିଶ ଅମଳର ପୋଲ ହୋଇଥିବାରୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ସୁବର୍ଣ୍ଣରେଖା ନଦୀରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଭୋଗରାଇ ବ୍ଲକରେ ବିଭିନ୍ନ ଜାଗାରେ ପଶିଛି ।
Also read: ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା, ତଳିଆ ଅଞ୍ଚଳରେ ପଶିଲା ବନ୍ଯାଜଳ
The post ସ୍ଲୁଇସ ଗେଟରେ ଫାଟ : ପଶୁଛି ପାଣି, ବ୍ରିଟିଶ ଅମଳର ପୋଲ ହୋଇଥିବାରୁ ଲୋକେ ଭୟଭୀତ appeared first on KNews Odisha.