ସ୍ୱାମୀ ସ୍ତ୍ରୀଙ୍କ ଆତ୍ମହତ୍ୟା

କୋରାପୁଟ : ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ଦମ୍ପତି । ମାତ୍ର ବର୍ଷକ ପୂର୍ବରୁ ବିବାହ କରିଥିବାବେଳେ ଆଗ ପଛ ହୋଇ ଚାଲିଗଲେ ସ୍ୱାମୀ ସ୍ତ୍ରୀ । ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ନିକଟସ୍ଥ ବାମୁଣୀପୁଟ ଅଞ୍ଚଳରେ । ମୃତକ ହେଲେ ସୁକନ ସୌର ଓ ସୁମିତ୍ରା ସୌର । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତେବେ ଉଭୟଙ୍କ ସଂସାର ଆରାମରେ ଚାଲିଥିବାବେଳେ ହଠାତ ଏଭଳି ଅଘଟଣକୁ ନେଇ ସ୍ଥାନୀୟ ଲୋକେ ସହଜରେ […]

ସ୍ୱାମୀ ସ୍ତ୍ରୀଙ୍କ ଆତ୍ମହତ୍ୟା
ସ୍ୱାମୀ ସ୍ତ୍ରୀଙ୍କ ଆତ୍ମହତ୍ୟା

କୋରାପୁଟ : ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ଦମ୍ପତି । ମାତ୍ର ବର୍ଷକ ପୂର୍ବରୁ ବିବାହ କରିଥିବାବେଳେ ଆଗ ପଛ ହୋଇ ଚାଲିଗଲେ ସ୍ୱାମୀ ସ୍ତ୍ରୀ । ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ନିକଟସ୍ଥ ବାମୁଣୀପୁଟ ଅଞ୍ଚଳରେ । ମୃତକ ହେଲେ ସୁକନ ସୌର ଓ ସୁମିତ୍ରା ସୌର । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ତେବେ ଉଭୟଙ୍କ ସଂସାର ଆରାମରେ ଚାଲିଥିବାବେଳେ ହଠାତ ଏଭଳି ଅଘଟଣକୁ ନେଇ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରୁନାହାନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ତଦନ୍ତ ଜାରି ରଖିଛି ।