ହଠାତ ତହସିଲ୍‌ ଅଫିସ୍‌କୁ ପହଞ୍ଚିଗଲେ ମନ୍ତ୍ରୀ, ତା’ ପରେ

ସମ୍ବଲପୁର,୧୭।୮: ସମ୍ବଲପୁର ତହସିଲ ଅଫିସକୁ ଅଚାନକ ଗସ୍ତ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେଠାରେ ସରକାରୀ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ। ଆଟେଣ୍ଡାନ୍ସ ରେଜିଷ୍ଟର ଯାଞ୍ଚ କରିବା ଠାରୁ ଆରମ୍ଭ କରି ଫାଇଲ ଗୁଡିକୁ ତନ୍ନତନ୍ନ କରି ଦେଖିଛନ୍ତି। ଏହାସହ କର୍ମଚାରୀଙ୍କ ଉପସ୍ଥିତି ସହ କାମ କିପରି ହେଉଛି ସେ ନେଇ କର୍ମଚାରୀ ଓ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । କିଛି ଫାଇଲ କାହିଁକି ପେଣ୍ଡିଙ୍ଗ ରହିଛି ବୋଲି ପ୍ରଶ୍ନ କରିଥିଲେ ମନ୍ତ୍ରୀ […] The post ହଠାତ ତହସିଲ୍‌ ଅଫିସ୍‌କୁ ପହଞ୍ଚିଗଲେ ମନ୍ତ୍ରୀ, ତା’ ପରେ appeared first on Dharitri Odia News.

ହଠାତ ତହସିଲ୍‌ ଅଫିସ୍‌କୁ ପହଞ୍ଚିଗଲେ ମନ୍ତ୍ରୀ, ତା’ ପରେ

ସମ୍ବଲପୁର,୧୭।୮: ସମ୍ବଲପୁର ତହସିଲ ଅଫିସକୁ ଅଚାନକ ଗସ୍ତ କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେଠାରେ ସରକାରୀ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ। ଆଟେଣ୍ଡାନ୍ସ ରେଜିଷ୍ଟର ଯାଞ୍ଚ କରିବା ଠାରୁ ଆରମ୍ଭ କରି ଫାଇଲ ଗୁଡିକୁ ତନ୍ନତନ୍ନ କରି ଦେଖିଛନ୍ତି। ଏହାସହ କର୍ମଚାରୀଙ୍କ ଉପସ୍ଥିତି ସହ କାମ କିପରି ହେଉଛି ସେ ନେଇ କର୍ମଚାରୀ ଓ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । କିଛି ଫାଇଲ କାହିଁକି ପେଣ୍ଡିଙ୍ଗ ରହିଛି ବୋଲି ପ୍ରଶ୍ନ କରିଥିଲେ ମନ୍ତ୍ରୀ ।

The post ହଠାତ ତହସିଲ୍‌ ଅଫିସ୍‌କୁ ପହଞ୍ଚିଗଲେ ମନ୍ତ୍ରୀ, ତା’ ପରେ appeared first on Dharitri Odia News.