ହଠାତ ମଣ୍ଡିରେ ପହଞ୍ଚିଗଲେ ତହସିଲଦାର: ସ୍ଥତି ଅନୁଧ୍ୟାନ କରି…
ଗଞ୍ଜାମ,୧୯।୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା ଧାନ ମଣ୍ଡିଗୁଡିକୁ ବୁଲି ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ଅନୁଧ୍ୟାନ କରିଛନ୍ତି। ପୂର୍ବାହ୍ନରେ ସନ୍ତୋଷପୁର ଓ଼ ହୁମ୍ମା ଏବଂ ଅପରାହ୍ନରେ ଗୋଖରକୁଦା ମଣ୍ଡିକୁ ଯାଇ ତହସିଲଦାର ବୁଲି ଦେଖିଥିଲେ। ଏହି ସମୟରେ ସେ ମା’ ତାରାତାରିଣୀ ମଣ୍ଡି ଦାୟିତ୍ୱରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ଓ ଚାଷୀଙ୍କ ସହ ଆଲୋଚନା କରିଥିଲେ। ମଣ୍ଡିର ବ୍ୟବସ୍ଥା ଓ଼ ଅବ୍ୟବସ୍ଥା ସମ୍ପର୍କରେ ଚାଷୀଙ୍କୁ ପଚାରି ବୁଝିଥିଲେ। ଗଞ୍ଜାମ ଏନଏସି […] The post ହଠାତ ମଣ୍ଡିରେ ପହଞ୍ଚିଗଲେ ତହସିଲଦାର: ସ୍ଥତି ଅନୁଧ୍ୟାନ କରି… appeared first on Dharitri Odia News.
ଗଞ୍ଜାମ,୧୯।୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା ଧାନ ମଣ୍ଡିଗୁଡିକୁ ବୁଲି ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର ଅନୁଧ୍ୟାନ କରିଛନ୍ତି। ପୂର୍ବାହ୍ନରେ ସନ୍ତୋଷପୁର ଓ଼ ହୁମ୍ମା ଏବଂ ଅପରାହ୍ନରେ ଗୋଖରକୁଦା ମଣ୍ଡିକୁ ଯାଇ ତହସିଲଦାର ବୁଲି ଦେଖିଥିଲେ। ଏହି ସମୟରେ ସେ ମା’ ତାରାତାରିଣୀ ମଣ୍ଡି ଦାୟିତ୍ୱରେ ଥିବା ସ୍ବୟଂ ସହାୟକ ଗୋଷ୍ଠୀ ମହିଳା ଓ ଚାଷୀଙ୍କ ସହ ଆଲୋଚନା କରିଥିଲେ। ମଣ୍ଡିର ବ୍ୟବସ୍ଥା ଓ଼ ଅବ୍ୟବସ୍ଥା ସମ୍ପର୍କରେ ଚାଷୀଙ୍କୁ ପଚାରି ବୁଝିଥିଲେ। ଗଞ୍ଜାମ ଏନଏସି ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମରେ ହୋଇଥିବା ମଣ୍ଡିରେ ଅବ୍ୟବସ୍ଥା ନେଇ ଚାଷୀ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ।
The post ହଠାତ ମଣ୍ଡିରେ ପହଞ୍ଚିଗଲେ ତହସିଲଦାର: ସ୍ଥତି ଅନୁଧ୍ୟାନ କରି… appeared first on Dharitri Odia News.