ହନୁମାନ ଜୟନ୍ତୀ ପାଇଁ ପୋଲିସ ଛାଉଣୀରେ ସମ୍ବଲପୁର ସହର, ସମ୍ବେଦନଶୀଳ ଅଞ୍ଚଳରେ ଚେକିଂ କଡାକଡି

ସମ୍ବଲପୁର ୧୩।୪: ରାତି ପାହିଲେ ସମ୍ବଲପୁରରେ ପାଳନ ହେବ ହନୁମାନ ଜୟନ୍ତୀ । ଏନେଇ ପୋଲିସ ଛାଉଣୀରେ ରହିଛି ସମ୍ବଲପୁର ସହର । ଶନିବାର ସନ୍ଧ୍ୟାରେ ଫ୍ଲାଗ୍ ମାର୍ଚ୍ଚ କରିଥିବା ବେଳେ ସମ୍ବେଦନଶୀଳ ଅଂଚଳରେ ଚେକିଂ କଡାକଡି କରାଯାଉଛି । ୫୦ ପ୍ଲାଟୁନ ପୋଲିସ ଫୋର୍ସ ସୋମବାର ପାଇଁ ମୁତୟନ ହେବାକୁ ଥିବାବେଳେ ୩୫ ପ୍ଲାଟୁନ ପୋଲିସ ଫୋର୍ସ ଜଗି ରହିଛନ୍ତି । ଡ୍ରୋନ୍ ସର୍ଭିଲାନ୍ସରେ ସମ୍ବଲପୁର ସହର ରହିଥିବା ବେଳେ ଘନ ଘନ ଚେକିଂ ଚାଲିଛି । ଏହି ହନୁମାନ ଜୟନ୍ତୀକୁ ନେଇ ସମୀକ୍ଷା ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି । ଗୁଇନ୍ଦା ନିର୍ଦ୍ଦେଶକ ଆର୍‌ପି କୋଚେ ଆସି ସମୀକ୍ଷା କରିଛନ୍ତି ।You Can Read:ଚୋରା କୋଇଲା ଖଣି ମାମଲାରେ ଧରାପଡିଲେ ୪ ଜଣ, କେବେ ଧରାପଡ଼ିବ ମାଷ୍ଟରମାଇଣ୍ଡ ? 

ହନୁମାନ ଜୟନ୍ତୀ ପାଇଁ ପୋଲିସ ଛାଉଣୀରେ ସମ୍ବଲପୁର ସହର, ସମ୍ବେଦନଶୀଳ ଅଞ୍ଚଳରେ ଚେକିଂ କଡାକଡି

ସମ୍ବଲପୁର ରାତି ପାହିଲେ ସମ୍ବଲପୁରରେ ପାଳନ ହେବ ହନୁମାନ ଜୟନ୍ତୀ । ଏନେଇ ପୋଲିସ ଛାଉଣୀରେ ରହିଛି ସମ୍ବଲପୁର ସହର । ଶନିବାର ସନ୍ଧ୍ୟାରେ ଫ୍ଲାଗ୍ ମାର୍ଚ୍ଚ କରିଥିବା ବେଳେ ସମ୍ବେଦନଶୀଳ ଅଂଚଳରେ ଚେକିଂ କଡାକଡି କରାଯାଉଛି । ୫୦ ପ୍ଲାଟୁନ ପୋଲିସ ଫୋର୍ସ ସୋମବାର ପାଇଁ ମୁତୟନ ହେବାକୁ ଥିବାବେଳେ ୩୫ ପ୍ଲାଟୁନ ପୋଲିସ ଫୋର୍ସ ଜଗି ରହିଛନ୍ତି । ଡ୍ରୋନ୍ ସର୍ଭିଲାନ୍ସରେ ସମ୍ବଲପୁର ସହର ରହିଥିବା ବେଳେ ଘନ ଘନ ଚେକିଂ ଚାଲିଛି । ଏହି ହନୁମାନ ଜୟନ୍ତୀକୁ ନେଇ ସମୀକ୍ଷା ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି । ଗୁଇନ୍ଦା ନିର୍ଦ୍ଦେଶକ ଆର୍‌ପି କୋଚେ ଆସି ସମୀକ୍ଷା କରିଛନ୍ତି ।

You Can Read:

ଚୋରା କୋଇଲା ଖଣି ମାମଲାରେ ଧରାପଡିଲେ ୪ ଜଣ, କେବେ ଧରାପଡ଼ିବ ମାଷ୍ଟରମାଇଣ୍ଡ ?