ହନୁମାନ ମନ୍ଦିରରେ ଫୋପାଡ଼ିଲେ ଗୋରୁ ହାଡ଼, ଚିରିଲେ ପତାକା ! Hanuman Temple vandalised, Singla Balasore.

ହନୁମାନ ମନ୍ଦିରରେ ଫୋପାଡ଼ିଲେ ଗୋରୁ ହାଡ଼, ଚିରିଲେ ପତାକା ! ଅଭିଯୋଗ କୁ ଛଅ ରୁ ସାତଦିନ ବିତିଯାଇଥିଲେ ମଧ୍ୟ ଏ ଘଟଣା ଉପରେ ନାଁ କେଶ ରେଜିଷ୍ଟର କରୁଛନ୍ତି ନାଁ କିଛି ପଦକ୍ଷେପ ନେଉଛନ୍ତି ସିଂଲା ଥାନା ଅଧିକାରୀଣୀ ଶ୍ରୀମତି ତାଣ୍ଡି l ସିଂଲା