ହରିୟାଣା ପାଇଁ ଅମିତ ଶାହ ପର୍ଯ୍ୟବେକ୍ଷକ
ନୂଆଦିଲ୍ଲୀ,୧୩।୧୦: ହରିୟାଣା ଏବଂ ଜମ୍ମୁ-କାଶ୍ମୀର ପାଇଁ ଭାଜପା ରବିବାର ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। ଭାଜପାର ବରିଷ୍ଠ ନେତା ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ହରିୟାଣାର ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ସେହିପରି ଜମ୍ମୁ-କାଶ୍ମୀର ପାଇଁ ପ୍ରହଲ୍ଲାଦ ଯୋଶୀ ଏବଂ ତରୁଣ ଚୁଘଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ଅନ୍ୟପକ୍ଷେ ଉଭୟ ରାଜ୍ୟରେ ବିଧାୟକ ଦଳ ନେତା ବାଛିବେ ପର୍ଯ୍ୟବେକ୍ଷକ। The post ହରିୟାଣା ପାଇଁ ଅମିତ ଶାହ ପର୍ଯ୍ୟବେକ୍ଷକ appeared first on Dharitri Odia News.
ନୂଆଦିଲ୍ଲୀ,୧୩।୧୦: ହରିୟାଣା ଏବଂ ଜମ୍ମୁ-କାଶ୍ମୀର ପାଇଁ ଭାଜପା ରବିବାର ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି। ଭାଜପାର ବରିଷ୍ଠ ନେତା ତଥା ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ହରିୟାଣାର ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ସେହିପରି ଜମ୍ମୁ-କାଶ୍ମୀର ପାଇଁ ପ୍ରହଲ୍ଲାଦ ଯୋଶୀ ଏବଂ ତରୁଣ ଚୁଘଙ୍କୁ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି। ଅନ୍ୟପକ୍ଷେ ଉଭୟ ରାଜ୍ୟରେ ବିଧାୟକ ଦଳ ନେତା ବାଛିବେ ପର୍ଯ୍ୟବେକ୍ଷକ।
The post ହରିୟାଣା ପାଇଁ ଅମିତ ଶାହ ପର୍ଯ୍ୟବେକ୍ଷକ appeared first on Dharitri Odia News.