ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ରାଉରକେଲା : ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ରାଉରକେଲାର ଏକ ଘରୋଇ ସ୍କୁଲ ହଷ୍ଟେଲରୁ ୧୨ବର୍ଷ ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ଆଜି ମଧ୍ୟାହ୍ନ ୧୨ଟାରେ କ୍ରିଷ୍ଣା କୁକୁର ନାମକ ଛାତ୍ର ଫ୍ୟାନରେ ଝୁଲି ରହିଥିବା ଦେଖିବାକୁ ମିଳିଥିଲା। ହଷ୍ଟେଲ କର୍ତ୍ତୃପକ୍ଷ ଛେଣ୍ଡ ଥାନାକୁ ଜଣାଇବା ପରେ ପୋଲିସ କ୍ରିଷ୍ଣା କୁକୁରଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ନେଇ ଥିଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଗତ ମାସରେ ତାଙ୍କ ବାପାଙ୍କ ମୃତ୍ୟୁ […] The post ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର appeared first on KNews Odisha.

ରାଉରକେଲା : ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ରାଉରକେଲାର ଏକ ଘରୋଇ ସ୍କୁଲ ହଷ୍ଟେଲରୁ ୧୨ବର୍ଷ ଛାତ୍ରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ଆଜି ମଧ୍ୟାହ୍ନ ୧୨ଟାରେ କ୍ରିଷ୍ଣା କୁକୁର ନାମକ ଛାତ୍ର ଫ୍ୟାନରେ ଝୁଲି ରହିଥିବା ଦେଖିବାକୁ ମିଳିଥିଲା। ହଷ୍ଟେଲ କର୍ତ୍ତୃପକ୍ଷ ଛେଣ୍ଡ ଥାନାକୁ ଜଣାଇବା ପରେ ପୋଲିସ କ୍ରିଷ୍ଣା କୁକୁରଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ନେଇ ଥିଲେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।
ଗତ ମାସରେ ତାଙ୍କ ବାପାଙ୍କ ମୃତ୍ୟୁ ପରେ ଡିସେମ୍ବର ୧୮ ତାରିଖରେ ଗାଁକୁ ଯାଇ ଜାନୁଆରୀ ୩ ତାରିଖରେ ହଷ୍ଟେଲକୁ ଫେରି ଆସିଥିଲେ। ହଠାତ କାହିଁକି ରଶି ଲଗାଇ ଆତ୍ମହତ୍ୟା କଲେ ତାର କାରଣ ଜାଣି ପାରୁନାହାନ୍ତି ତାଙ୍କ ପରିବାର। ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଛେଣ୍ଡ ଥାନା ପୋଲିସ।
The post ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର appeared first on KNews Odisha.