ହଷ୍ଟେଲରେ ନାବାଳିକା ଛାତ୍ରୀ ଗର୍ଭବତୀ
ବାରିପଦା,୧୯।୭: ମୟୁରଭଞ୍ଜ ଜିଲା ବାଙ୍ଗିରିପୋଷି ଆଦିବାସୀ ବାଳିକା ହଷ୍ଟେଲରେ ଜଣେ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡିଛି। ସ୍କୁଲରେ ଅସୁସ୍ଥତା ପରେ ଛାତ୍ରୀଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ପରୀକ୍ଷା ପରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଜଣକ ଗର୍ଭବତୀ ଥିବା ସୂଚନା ମିଳିଛି। ଅଭିଯୋଗ ପରେ ପୋଲିସ ଜଣେ ନାବାଳକ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି। The post ହଷ୍ଟେଲରେ ନାବାଳିକା ଛାତ୍ରୀ ଗର୍ଭବତୀ appeared first on Dharitri Odia News.
ବାରିପଦା,୧୯।୭: ମୟୁରଭଞ୍ଜ ଜିଲା ବାଙ୍ଗିରିପୋଷି ଆଦିବାସୀ ବାଳିକା ହଷ୍ଟେଲରେ ଜଣେ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣାପଡିଛି। ସ୍କୁଲରେ ଅସୁସ୍ଥତା ପରେ ଛାତ୍ରୀଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ପରୀକ୍ଷା ପରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଜଣକ ଗର୍ଭବତୀ ଥିବା ସୂଚନା ମିଳିଛି। ଅଭିଯୋଗ ପରେ ପୋଲିସ ଜଣେ ନାବାଳକ ଛାତ୍ରଙ୍କୁ ଅଟକ ରଖି ପଚରାଉଚରା କରୁଛି।
The post ହଷ୍ଟେଲରେ ନାବାଳିକା ଛାତ୍ରୀ ଗର୍ଭବତୀ appeared first on Dharitri Odia News.