ହସ୍ତତନ୍ତ ପୋଷାକ ଉପରେ ଗୁରୁତ୍ୱ ଦେଲେ ଜିଲାପାଳ

ଛତ୍ରପୁର,୩/୪(ସନ୍ତୋଷ ପାଢ଼ୀ): ଓଡ଼ିଶାର ପାରମ୍ପରିକ ପୋଷାକ, ହସ୍ତତନ୍ତ ଏବଂ ବୟନ ଶିଳ୍ପର ଗୌରବକୁ ଉଜାଗର କରିବା ନିମନ୍ତେ ଏପ୍ରିଲ ୩ରେ ‘ପାରମ୍ପରିକ ପୋଷାକ ପରିଧାନ ଆମ ପୋଷାକ, ଆମ ପରିଚୟ’ ଦିବସ ପାଳିତ ହୋଇଯାଇଛି। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଉପସ୍ଥିତିରେ ଜ଼ିଲାପାଳଙ୍କ କାର୍ଯ୍ୟାଳୟରେ ଏହା ପାଳନ କରାଯାଇଥିଲା। ସେହିପରି ଗଞ୍ଜାମ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତାଙ୍କ ଉପସ୍ଥିତିରେ ପାଳନ କରାଯାଇଛି। The post ହସ୍ତତନ୍ତ ପୋଷାକ ଉପରେ ଗୁରୁତ୍ୱ ଦେଲେ ଜିଲାପାଳ appeared first on Dharitri Odia News.

ହସ୍ତତନ୍ତ ପୋଷାକ ଉପରେ ଗୁରୁତ୍ୱ ଦେଲେ ଜିଲାପାଳ

ଛତ୍ରପୁର,୩/୪(ସନ୍ତୋଷ ପାଢ଼ୀ): ଓଡ଼ିଶାର ପାରମ୍ପରିକ ପୋଷାକ, ହସ୍ତତନ୍ତ ଏବଂ ବୟନ ଶିଳ୍ପର ଗୌରବକୁ ଉଜାଗର କରିବା ନିମନ୍ତେ ଏପ୍ରିଲ ୩ରେ ‘ପାରମ୍ପରିକ ପୋଷାକ ପରିଧାନ ଆମ ପୋଷାକ, ଆମ ପରିଚୟ’ ଦିବସ ପାଳିତ ହୋଇଯାଇଛି। ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କ ଉପସ୍ଥିତିରେ ଜ଼ିଲାପାଳଙ୍କ କାର୍ଯ୍ୟାଳୟରେ ଏହା ପାଳନ କରାଯାଇଥିଲା। ସେହିପରି ଗଞ୍ଜାମ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ମଧୁମିତାଙ୍କ ଉପସ୍ଥିତିରେ ପାଳନ କରାଯାଇଛି।

The post ହସ୍ତତନ୍ତ ପୋଷାକ ଉପରେ ଗୁରୁତ୍ୱ ଦେଲେ ଜିଲାପାଳ appeared first on Dharitri Odia News.