ହାଇଡ୍ରା ମେସିନ୍ ଚାପରେ ଫାଟିଲା ପାଇପ, ବାଙ୍କୀ ରେ ମେଗା ଜଳଯୋଗାଣ ପ୍ରକଳ୍ପ କୁ ନେଇ ତାତିଲେ ଗ୍ରାମବାସୀ! Banki news
ବାଙ୍କୀ ରେ ମେଗା ଜଳଯୋଗାଣ ପ୍ରକଳ୍ପ କୁ ନେଇ ତାତିଲେ ଗ୍ରାମବାସୀ | ପ୍ରକଳ୍ପ କୁ ନେଇ ଗାଁ ରାସ୍ତା ରେ କମ୍ପାନୀ ଓ ସ୍ଥାନୀୟ ବାସିନ୍ଦା ଙ୍କ ମଧ୍ୟରେ ଉପୁଜିଲା ଅପ୍ରିତିକର ପରିସ୍ଥିତି | ଲୋକ ଙ୍କ ଜଳ ସମସ୍ୟା କୁ ଦୂର କରିବା ପାଇଁ ରାଜ୍ୟ ଜଳ