ହାଇୱା ଧକ୍କାରେ ଦୁଇ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

କୋଣାର୍କ ୧୪।୮: କୋଣାର୍କ ବାଲିଘାଇ-ପୁରୀ ରାସ୍ତାରେ ହାଇୱା ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ନିକଟସ୍ଥ ଉଛୁପୁର ଗ୍ରାମର ସୁନୀଲ ସେଠୀ ଓ ହେମନ୍ତ ଭୋଇ ବୋଲି ଜଣାପଡିଛି । ତେବେ ଯୁବକଙ୍କ ମୃତ୍ୟୁକୁ ନେଇ ଗୋପ-ବାଲିଘାଇ ରାସ୍ତାର ଦଳନଇ ବଜାରରେ ଉତ୍ତେଜନା । କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି ।You Can Read:ରୋଡ୍ ଟ୍ରାନ୍ସପୋର୍ଟ ଏବଂ ଶିଳ୍ପାୟନ କ୍ଷେତ୍ରରେ ଓଡ଼ିଶାର ହେବ ବିକାଶ : ପୃଥ୍ଵୀରାଜ ହରିଚନ୍ଦନ 

ହାଇୱା ଧକ୍କାରେ ଦୁଇ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

କୋଣାର୍କ ୧୪।୮କୋଣାର୍କ ବାଲିଘାଇ-ପୁରୀ ରାସ୍ତାରେ ହାଇୱା ଦୁର୍ଘଟଣାରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣ ନିକଟସ୍ଥ ଉଛୁପୁର ଗ୍ରାମର ସୁନୀଲ ସେଠୀ ଓ ହେମନ୍ତ ଭୋଇ ବୋଲି ଜଣାପଡିଛି । 

ତେବେ ଯୁବକଙ୍କ ମୃତ୍ୟୁକୁ ନେଇ ଗୋପ-ବାଲିଘାଇ ରାସ୍ତାର ଦଳନଇ ବଜାରରେ ଉତ୍ତେଜନା । କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକ ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି ।

You Can Read:

ରୋଡ୍ ଟ୍ରାନ୍ସପୋର୍ଟ ଏବଂ ଶିଳ୍ପାୟନ କ୍ଷେତ୍ରରେ ଓଡ଼ିଶାର ହେବ ବିକାଶ : ପୃଥ୍ଵୀରାଜ ହରିଚନ୍ଦନ