ହାଇୱା ପଛରେ ପିଟି ହେଲା ବାଇକ୍, ଚାଲିଗଲା ଦୁଇ ଜଣକ ଜୀବନ

ସୁନ୍ଦରଗଡ଼: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ହାଇଓ୍ବା ପଛରେ ପିଟିହେଲା ବାଇକ୍‌। ଚାଲିଗଲା ଦୁଇ ଜଣକ ଜୀବନ। ଏହି ଦୁର୍ଘଟଣା ଘଟିଛି ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଲେଫ୍ରିପଡ଼ା ଓ ସୁରୁଗୁଡ଼ା ମଝି ରାସ୍ତାରେ।ସୂଚନା ଅନୁଯାୟୀ, ଦୁର୍ଘଟଣାସ୍ଥଳରେ ଏକ ଅନେକ ଦିନରୁ ଥୁଆ ହୋଇଛି। ତେବେ ଗୁରୁବାର ଏହି ହାଇୱା ପଛରେ ବାଇକ୍‌ ପିଟି ହେବା କାରଣରୁ ଦୁଇ ଜଣକ ମୃତ୍ୟୁ ହୋଇଛି। ସେହିଭଳି ଏହି ଦୁର୍ଘଟଣାରେ ଜଣେ ଆହତ ହୋଇଛନ୍ତି। ମୃତାହତ ସର୍ଗିପାଲି ଲୋକଡେଗା ଅଞ୍ଚଳର। ଏମାନେ ଦର୍ଲୀଢିପା ସମ୍ପର୍କୀୟ ଘରକୁ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା । 

ହାଇୱା ପଛରେ ପିଟି ହେଲା ବାଇକ୍, ଚାଲିଗଲା ଦୁଇ ଜଣକ ଜୀବନ

ସୁନ୍ଦରଗଡ଼: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ହାଇଓ୍ବା ପଛରେ ପିଟିହେଲା ବାଇକ୍‌। ଚାଲିଗଲା ଦୁଇ ଜଣକ ଜୀବନ। ଏହି ଦୁର୍ଘଟଣା ଘଟିଛି ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଲେଫ୍ରିପଡ଼ା ଓ ସୁରୁଗୁଡ଼ା ମଝି ରାସ୍ତାରେ।

ସୂଚନା ଅନୁଯାୟୀ, ଦୁର୍ଘଟଣାସ୍ଥଳରେ ଏକ ଅନେକ ଦିନରୁ ଥୁଆ ହୋଇଛି। ତେବେ ଗୁରୁବାର ଏହି ହାଇୱା ପଛରେ ବାଇକ୍‌ ପିଟି ହେବା କାରଣରୁ ଦୁଇ ଜଣକ ମୃତ୍ୟୁ ହୋଇଛି। ସେହିଭଳି ଏହି ଦୁର୍ଘଟଣାରେ ଜଣେ ଆହତ ହୋଇଛନ୍ତି। 

ମୃତାହତ ସର୍ଗିପାଲି ଲୋକଡେଗା ଅଞ୍ଚଳର। ଏମାନେ ଦର୍ଲୀଢିପା ସମ୍ପର୍କୀୟ ଘରକୁ ଯାଉଥିବା ବେଳେ ଘଟିଛି ଏହି ଦୁର୍ଘଟଣା ।