ହାତ ଛାଡିଲେ ପୂର୍ବତନ ବିଧାନସଭା ପ୍ରାର୍ଥୀ

ବରଗଡ଼,୧୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଂଗ୍ରେସକୁ ଏକ ଝଟକା ଲାଗିଛି। ଜିଲାର ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗତ ୨୦୧୯ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ରହିଥିବା ସରୋଜ କୁମାର ମହାପାତ୍ର ସୋମବାର ଦଳରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସହିତ ନିର୍ବାଚନ ମଣ୍ଡଳୀ ଭଟଲି, ଅମ୍ବାଭୋନା ଏବଂ ସୋହେଲାର ଦଳୀୟ ବ୍ଲକ ସଭାପତି ମଧ୍ୟ ଦଳ ଛାଡିଛନ୍ତି ବୋଲି ମହାପାତ୍ର ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି। ଦଳର ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ସେ ଇସ୍ତଫା ପତ୍ର […] The post ହାତ ଛାଡିଲେ ପୂର୍ବତନ ବିଧାନସଭା ପ୍ରାର୍ଥୀ appeared first on Dharitri Odia News.

ହାତ ଛାଡିଲେ ପୂର୍ବତନ ବିଧାନସଭା ପ୍ରାର୍ଥୀ

ବରଗଡ଼,୧୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଂଗ୍ରେସକୁ ଏକ ଝଟକା ଲାଗିଛି। ଜିଲାର ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଗତ ୨୦୧୯ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ରହିଥିବା ସରୋଜ କୁମାର ମହାପାତ୍ର ସୋମବାର ଦଳରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସହିତ ନିର୍ବାଚନ ମଣ୍ଡଳୀ ଭଟଲି, ଅମ୍ବାଭୋନା ଏବଂ ସୋହେଲାର ଦଳୀୟ ବ୍ଲକ ସଭାପତି ମଧ୍ୟ ଦଳ ଛାଡିଛନ୍ତି ବୋଲି ମହାପାତ୍ର ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି। ଦଳର ରାଜ୍ୟ ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ସେ ଇସ୍ତଫା ପତ୍ର ପଠାଇଥିବା ମହାପାତ୍ର ସୂଚନା ଦେଇଛନ୍ତି।

The post ହାତ ଛାଡିଲେ ପୂର୍ବତନ ବିଧାନସଭା ପ୍ରାର୍ଥୀ appeared first on Dharitri Odia News.