ହାତ ପରେ ପାଣ୍ଡିଆନ ଗୋଡ଼କୁ ନିୟନ୍ତ୍ରଣ କରୁଥିବା କଥା କେତେ ସତ କେତେ ମିଛ? ସାମ୍ନାକୁ ଆସିଲା ପ୍ରକୃତ ଭିଡିଓ…
ଭୁବନେଶ୍ୱର,୨୯।୫: ରାଜ୍ୟରେ ଅନ୍ତିମ ପର୍ଯ୍ୟାୟ ନିର୍ବାଚନର ଦିନ ଯେତିକି ପାଖେଇ ଆସୁଛି, ରାଜନୀତି ସେତିକି ସରଗରମ ହେବାରେ ଲାଗିଛି। ଏଭଳି ସ୍ଥିତିରେ ଭାଜପା ବିଜେଡିର ପ୍ରଚାର ମଙ୍ଗ ଧରିଥିବା ନେତା ୫ଟି ପାଣ୍ଡିଆନ୍ଙ୍କୁ ଜୋରଦାର ଟାର୍ଗେଟ କରୁଛି। ଗତ ଦୁଇଦିନ ଧରି ତାଙ୍କର କିଛି ଭିଡିଓ ଗଣମାଧ୍ୟମରେ ଖବର ଶିରୋନାମା ପାଲଟିଛି। ମଙ୍ଗଳବାର ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ହାତକୁ ଧରୁଥିବାର ଭିଡିଓ ସାମ୍ନାକୁ ଆସିଥିବା ବେଳେ ବୁଧବାର ଆଉ ଏକ ଭିଡିଓ ଭାଇରାଲ ହୋଇଥିଲା। ସେ ମୁଖ୍ୟମନ୍ତ୍ରୀଙ୍କୁ ଗୋଡ଼କୁ […] The post ହାତ ପରେ ପାଣ୍ଡିଆନ ଗୋଡ଼କୁ ନିୟନ୍ତ୍ରଣ କରୁଥିବା କଥା କେତେ ସତ କେତେ ମିଛ? ସାମ୍ନାକୁ ଆସିଲା ପ୍ରକୃତ ଭିଡିଓ… appeared first on Dharitri Odia News.
ସତ ସବୁବେଳେ ସତ। ଯେଉଁମାନେ ଭିଡିଓକୁ ଏଡିଟ କରି ମିଛ ପ୍ରଚାର କରୁଛନ୍ତି ଆଉ ଯେଉଁମାନେ ଶୋଚନୀୟ ପରାଜୟ ଭୟରେ #FakeVideo ଧରି ଅପପ୍ରଚାର ଚଳାଇଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ। ଏହି ଭିଡିଓ ଦେଖିଲା ପରେ ଯଦି ସେମାନେ କ୍ଷମା ମାଗୁନାହାନ୍ତି ଜାଣିବେ, ସେମାନଙ୍କର ଅସଲ ମାନସିକତା କଣ
ଜୟ ଜଗନ୍ନାଥ
pic.twitter.com/LPptIJo8nT
— Swayam Prakash (@swayam4Odisha) May 29, 2024
ଗତକାଲି ଶ୍ରୀ ପାଣ୍ଡିଆନ୍ ନବୀନ ବାବୁଙ୍କ ହାତକୁ ନିୟନ୍ତ୍ରଣ କରୁଥିଲେ, ଆଜି ତାଙ୍କର ଗୋଡକୁ ନିୟନ୍ତ୍ରଣ କରୁଛନ୍ତି | ୫ ଥର ନିର୍ବାଚିତ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଏପରି ଢଙ୍ଗରେ କଣ୍ଢେଇ ଭଳି ନଚେଇବା ଆମ ଇତିହାସରେ ବିରଳ ଅଟେ | ମୋର ହୃଦୟ ନବୀନ ବାବୁଙ୍କ ପାଇଁ ବ୍ୟସ୍ତ ହୋଇ ପଡ଼ୁଛି, ଯିଏ ହୁଏତ ଏହି ପରିସ୍ଥିତି ବିଷୟରେ କିଛି ଜାଣି ନଥିବେ… pic.twitter.com/g0IE9wa1nu
— Himanta Biswa Sarma (Modi Ka Parivar) (@himantabiswa) May 29, 2024
The post ହାତ ପରେ ପାଣ୍ଡିଆନ ଗୋଡ଼କୁ ନିୟନ୍ତ୍ରଣ କରୁଥିବା କଥା କେତେ ସତ କେତେ ମିଛ? ସାମ୍ନାକୁ ଆସିଲା ପ୍ରକୃତ ଭିଡିଓ… appeared first on Dharitri Odia News.