ହାତ ମାରୁ ମାରୁ ଝଡ଼ି ପଡୁଛି ଖଣ୍ଡ ଖଣ୍ଡ ସିମେଣ୍ଟ ସହ ବ୍ରିଜର ପ୍ଲାଷ୍ଟର...ଯାହାକୁ ଦେଖି ଆଶ୍ଚର୍ଯ୍ୟ ଗ୍ରାମବାସୀ...
ମୟୁରଭଞ୍ଜ ଜିଲ୍ଲାରେ ଏକ ବିଜ୍ର ବା ପୋଲ ର କାମ ହେଉଛି ଯେଉଁଠି ଧରୁ ଧରୁ ଖସୁଛି ବାଲି ,ଧସିଯିବା ର ସମ୍ଭାବନା ଥିବାରୁ ପ୍ରଶାସନ ଏହା ଉପରେ ଭାରିଯାନ କଟକଣା ଲଗାଇଥିବା ବେଳେ କାର୍ଯ୍ୟ କୁ ସମ୍ପୁର୍ଣ୍ଣ ଭାଙ୍ଗି ନୁଆ କରିବାକୁ ନିର୍ଦ୍ଦେଶ ଦେଇଛ