ହାତରେ ଝାଡୁ ଧରି ରାସ୍ତା ସଫେଇ କଲେ ବିଜେଡି ଲୋକସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର

କଟକ: ହାତରେ ଝାଡୁ ଧରି କଟକ ଶିଶୁ ଭବନ ପାଖ ରାସ୍ତା ସଫେଇ କରିଛନ୍ତି କଟକ ଲୋକସଭା କ୍ଷେତ୍ର ବିଜେଡି ପ୍ରାର୍ଥୀ ଡ. ସଂତୃପ୍ତ ମିଶ୍ର । ନାମାଙ୍କନ ଭରିବାକୁ ଯିବା ପୂର୍ବରୁ କରିଥିବା ବୈଠକ ପରେ ଯେଉଁ ଅଳିଆ ଆବର୍ଜନା ପଡ଼ିଥିଲା ତାକୁ ହିଁ ସଂତୃପ୍ତ ମିଶ୍ର ଓ ତାଙ୍କ କର୍ମୀ ମାନେ ସଫା କରିଛନ୍ତି।