ହାତୀ ସହିତ ଫଟୋ ଉଠଇବାକୁ କରୁଥିଲେ ଚେଷ୍ଟା:  ଫଛରୁ ଆସି ଦେଲା ପାନେ, ଭିଡିଓ  ଦେଖିଲେ… 

ପ୍ରତ୍ୟେକ ଦିନ  ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ । ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉ ଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ । ତେବେ ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ  ଗୋଟିଏ ହାତୀ ଦୁଇ ଜଣଙ୍କ ପଛରେ ଦୌଡୁଥିବାର ଦେଖାଯାଉଛି। ଏହି ଘଟଣା କେରଳର ‘ମୁଥଙ୍ଗା’ ଜଙ୍ଗଲ ନିକଟ ବାନ୍ଦିପୁର-ୱାୟନାଡ ରାଜପଥରେ ଘଟିଛି। ଏଥିରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଏହି ଭିଡିଓ ଇନଷ୍ଟାଗ୍ରାମରେ ଶେୟାର ହୋଇଛି। ଉଭୟ  […] The post ହାତୀ ସହିତ ଫଟୋ ଉଠଇବାକୁ କରୁଥିଲେ ଚେଷ୍ଟା:  ଫଛରୁ ଆସି ଦେଲା ପାନେ, ଭିଡିଓ  ଦେଖିଲେ…  appeared first on Dharitri Odia News.

ହାତୀ ସହିତ ଫଟୋ ଉଠଇବାକୁ କରୁଥିଲେ ଚେଷ୍ଟା:  ଫଛରୁ ଆସି ଦେଲା ପାନେ, ଭିଡିଓ  ଦେଖିଲେ… 
ପ୍ରତ୍ୟେକ ଦିନ  ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ । ସେଥିରୁ କେତେକ ଭିଡିଓ ହସର ଖୋରାକ ଯୋଗାଉ ଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ । ତେବେ ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓରେ  ଗୋଟିଏ ହାତୀ ଦୁଇ ଜଣଙ୍କ ପଛରେ ଦୌଡୁଥିବାର ଦେଖାଯାଉଛି। ଏହି ଘଟଣା କେରଳର ‘ମୁଥଙ୍ଗା’ ଜଙ୍ଗଲ ନିକଟ ବାନ୍ଦିପୁର-ୱାୟନାଡ ରାଜପଥରେ ଘଟିଛି। ଏଥିରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି।
ଏହି ଭିଡିଓ ଇନଷ୍ଟାଗ୍ରାମରେ ଶେୟାର ହୋଇଛି।
ଉଭୟ  ବ୍ୟକ୍ତି  ହାତୀ ସହିତ ଫଟୋ ଉଠାଇବାକୁ ଚେଷ୍ଟା କରୁଥିଲେ।
ଏହି ସମୟରେ ହାତୀ ଜଙ୍ଗଲରୁ ବାହାରି ରାସ୍ତାକୁ ଆସିଥିଲା। ସେ ଶୀଘ୍ର ସେମାନଙ୍କ ଆଡକୁ ଆସୁଥିବାର ଦେଖି ଦୁହେଁ କାରରେ ବସିବାକୁ ଚେଷ୍ଟା କରିଥିଲେ । ମ୍ରାତ୍ର ସେତେବେଳକୁ ହାତୀ ସେମାନଙ୍କ କାର ନିକଟରେ ପହଞ୍ଚି ଯାଇଥିଲା। ଉଭୟେ ନିଜ ଜୀବନ ରକ୍ଷା କରିବାକୁ ଦୌଡ଼ିବାକୁ ଲାଗିଲେ। ସେତିକିବେଳେ ଜଣେ ବ୍ୟକ୍ତି ଛିଟିକି ପଡ଼ି ତଳେ ପଡ଼ିଗଲେ। ହାତୀ ତାଙ୍କୁ ଆକ୍ରମଣ କରିଥିଲା।

 

View this post on Instagram

 

A post shared by WildTrails.in (@wildtrails.in)

The post ହାତୀ ସହିତ ଫଟୋ ଉଠଇବାକୁ କରୁଥିଲେ ଚେଷ୍ଟା:  ଫଛରୁ ଆସି ଦେଲା ପାନେ, ଭିଡିଓ  ଦେଖିଲେ…  appeared first on Dharitri Odia News.