ହାଥରସ୍ ଘଟଣାକୁ ନେଇ ସାମ୍ନାକୁ ଆସିଲା ବଡ଼ ସତ, ସିସିଟିଭି ଫୁଟେଜ୍ରେ ଦେଖିବାକୁ ମିଳିଛି…
ହାଥରସ୍,୪ା୭: ହାଥରସ୍ରେ ଘଟିଥିବା ଦୁଃଖଦ ଘଟଣା ପରେ ଗୋଟିଏ ପରେ ଗୋଟିଏ କଥା ସାମ୍ନାକୁ ଆସୁଛି। ଗୁରୁବାର ଏକ ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି। ଯାହା ବାବାଙ୍କ କଥା ଉପରେ ପ୍ରଶ୍ନ ଉଠାଇଛି। ଏହି ଭିଡିଓରେ ବାବାଙ୍କ ଫଟୋ ଭାଇରାଲ ହେଉଛି। କୁହାଯାଉଛି ଯେ, ଏହି ଭିଡିଓ ଦଳାଚକଟା ପରେ ହୋଇଛି। ଭିଡିଓରେ ଦେଖାଯାଉଛି, ବାବାଙ୍କ ସେବକମାନେ ପେଟ୍ରୋଲ ପମ୍ପ ବାହାରେ ଏକ ଧାଡ଼ିରେ ଠିଆ ହୋଇଛନ୍ତି ଏବଂ ଏହି ଯାନଗୁଡ଼ିକ ସେଠାରୁ ଦ୍ରୁତ ଗତିରେ […] The post ହାଥରସ୍ ଘଟଣାକୁ ନେଇ ସାମ୍ନାକୁ ଆସିଲା ବଡ଼ ସତ, ସିସିଟିଭି ଫୁଟେଜ୍ରେ ଦେଖିବାକୁ ମିଳିଛି… appeared first on Dharitri Odia News.
ହାଥରସ୍,୪ା୭: ହାଥରସ୍ରେ ଘଟିଥିବା ଦୁଃଖଦ ଘଟଣା ପରେ ଗୋଟିଏ ପରେ ଗୋଟିଏ କଥା ସାମ୍ନାକୁ ଆସୁଛି। ଗୁରୁବାର ଏକ ସିସିଟିଭି ଫୁଟେଜ୍ ମଧ୍ୟ ସାମ୍ନାକୁ ଆସିଛି। ଯାହା ବାବାଙ୍କ କଥା ଉପରେ ପ୍ରଶ୍ନ ଉଠାଇଛି। ଏହି ଭିଡିଓରେ ବାବାଙ୍କ ଫଟୋ ଭାଇରାଲ ହେଉଛି। କୁହାଯାଉଛି ଯେ, ଏହି ଭିଡିଓ ଦଳାଚକଟା ପରେ ହୋଇଛି।
ଭିଡିଓରେ ଦେଖାଯାଉଛି, ବାବାଙ୍କ ସେବକମାନେ ପେଟ୍ରୋଲ ପମ୍ପ ବାହାରେ ଏକ ଧାଡ଼ିରେ ଠିଆ ହୋଇଛନ୍ତି ଏବଂ ଏହି ଯାନଗୁଡ଼ିକ ସେଠାରୁ ଦ୍ରୁତ ଗତିରେ ଯିବା ପରେ ‘ଭୋଲେ ବାବା’ଙ୍କ ଗାଡ଼ି ମଧ୍ୟ ସେଠାରୁ ଚାଲିଯାଉଛି।
ବାବାଙ୍କ ଓକିଲଙ୍କ ଦ୍ୱାରା ଏକ ବିବୃତ୍ତି ଜାରି କରାଯାଇଛି ଯେ, ସେ ଦୁର୍ଘଟଣା ପୂର୍ବରୁ ଛାଡ଼ିଛନ୍ତି। ଏହି ଭିଡିଓର ଶେଷରେ ସମୟ ମଧ୍ୟ ଦେଖିବାକୁ ମିଳିଛି। ଯାହକି ୨ ଜୁଲାଇ ରାତି ୧.୨୩ ଦର୍ଶାଉଛି।
The post ହାଥରସ୍ ଘଟଣାକୁ ନେଇ ସାମ୍ନାକୁ ଆସିଲା ବଡ଼ ସତ, ସିସିଟିଭି ଫୁଟେଜ୍ରେ ଦେଖିବାକୁ ମିଳିଛି… appeared first on Dharitri Odia News.