ହାଥରସ୍ରେ ବଡ଼ ଅଘଟଣ: ସତସଙ୍ଗରେ ଦଳାଚକଟା ଯୋଗୁ ୨୭ଜଣଙ୍କ ମୃତ୍ୟୁ, ୧୦୦ରୁ ଅଧିକ ଗୁରୁତର
ହାଥରସ୍,୨।୭: ଉତ୍ତରପ୍ରଦେଶ ହାଥରସ୍ରେ ସତସଙ୍ଗ ଚାଲିଥିବା ବେଳେ ଦଳାଚକଟା ଯୋଗୁ ୨୭ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୧୦୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତକଙ୍କ ସଂଖ୍ୟା ଆହୁରୀ ବଢ଼ିବାର ଆଂଶଙ୍କା ରହିଛି। ତେବେ ମୃତକଙ୍କ ମଧ୍ୟରେ ୨୩ ମହିଳାଙ୍କ ସହ ୩ ଶିଶୁ ଏବଂ ଜଣେ ପୁରୁଷ ସାମିଲ ଅଛନ୍ତି। ମୃତକ ଏବଂ ଗୁରୁତରଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ସାମିଲ ଅଛନ୍ତି। ଏନେଇ ସିଏମ୍ଓ […] The post ହାଥରସ୍ରେ ବଡ଼ ଅଘଟଣ: ସତସଙ୍ଗରେ ଦଳାଚକଟା ଯୋଗୁ ୨୭ଜଣଙ୍କ ମୃତ୍ୟୁ, ୧୦୦ରୁ ଅଧିକ ଗୁରୁତର appeared first on Dharitri Odia News.
ହାଥରସ୍,୨।୭: ଉତ୍ତରପ୍ରଦେଶ ହାଥରସ୍ରେ ସତସଙ୍ଗ ଚାଲିଥିବା ବେଳେ ଦଳାଚକଟା ଯୋଗୁ ୨୭ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୧୦୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତକଙ୍କ ସଂଖ୍ୟା ଆହୁରୀ ବଢ଼ିବାର ଆଂଶଙ୍କା ରହିଛି। ତେବେ ମୃତକଙ୍କ ମଧ୍ୟରେ ୨୩ ମହିଳାଙ୍କ ସହ ୩ ଶିଶୁ ଏବଂ ଜଣେ ପୁରୁଷ ସାମିଲ ଅଛନ୍ତି। ମୃତକ ଏବଂ ଗୁରୁତରଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ସାମିଲ ଅଛନ୍ତି। ଏନେଇ ସିଏମ୍ଓ ଉମେଶ ତ୍ରିପାଠୀ ଏନେଇ ସୂଚନା ଦେଇଛନ୍ତି।
The post ହାଥରସ୍ରେ ବଡ଼ ଅଘଟଣ: ସତସଙ୍ଗରେ ଦଳାଚକଟା ଯୋଗୁ ୨୭ଜଣଙ୍କ ମୃତ୍ୟୁ, ୧୦୦ରୁ ଅଧିକ ଗୁରୁତର appeared first on Dharitri Odia News.