ହାର୍ଦ୍ଦିକଙ୍କ ସହ ଦିଲ୍ଲୀ ହୋଟେଲ୍‌ରେ ନଜର ଆସିଲେ ମିଷ୍ଟ୍ରି ଗର୍ଲ, ଜାଣନ୍ତୁ ସେ କିଏ ?

ମୁମ୍ଵାଇ ୧୧।୧୦; ଭାରତୀୟ କ୍ରିକେଟର ଅଭିଷେକ ଶର୍ମା । ତାଙ୍କ ଭଉଣୀ କୋମଲ ଶର୍ମା । ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌। ଭାଇ ଅଭିଷେକଙ୍କ ସହ ପ୍ରାୟତଃ ଫଟୋ ସେୟାର କରନ୍ତି। ଏବେ କୋମଲ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ।  କାହିଁକି ନା କୋମଲ ହାର୍ଦ୍ଦିକଙ୍କ ସହ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି। ଯାହା ଖୁବ୍‌ ବାଇରାଲ ହେବାରେ ଲାଗିଛି ।କୋମଲ ଇନଷ୍ଟାରେ ହାର୍ଦ୍ଦିକଙ୍କ ସହ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି ମୁଁ ମୋ ଅଲ ଟାଇମ୍‌ ଫେଭରେଟ ବ୍ୟକ୍ତିଙ୍କ ସହ ଅଛି । ଫାଇନାଲି କିଏ ଜଣେ ମିଳିଲା ,, ଯାହା ସହ ମୋ ଏନର୍ଜି ମ୍ୟାଚ୍‌ ହେଉଛି । କୋମଲଙ୍କ ଏହି ଫଟୋ ଦିଲ୍ଲୀର ଆଇଟିସି ହୋଟେଲ୍‌ରୁ ଆସିଛି । ହାର୍ଦ୍ଦିକ ବାଂଲାଦେଶର ବିପକ୍ଷରେ ତିନୋଟି ଟି-୨୦ ମ୍ୟାଚ୍‌ର ଦ୍ଵିତୀୟ ସିରିଜ କେଳିବାକୁ ଦିଲ୍ଲୀ ଯାଇଛନ୍ତି। ଯେଉଁଠାରେ ହାର୍ଦ୍ଦିକଙ୍କର କୋମଲଙ୍କ ସହ ଦେଖାହୋଇଥିଲେ। କୋମଲ ଶର୍ମା ଆଇପିଏଲରେ ଭାଇ ଅଭିଷେକ ଶର୍ମାଙ୍କ ମ୍ୟାଚ୍‌ ପାଇଁ ଷ୍ଟାଡିୟମ୍‌ରେ ନଜର ଆସନ୍ତି।କୋମଲ ଶର୍ମା ସୋସିଆଲ ମିଡିଆରେ ଶୁବମନଙ୍କ ସହ ଫଟୋ ସେୟାର କରନ୍ତି। ଏହି ଫଟୋ ଆଇପିଏଲ ମ୍ୟାଚ୍‌ ସମୟରେ ନିଆଯାଇଥିଲା। କୋମଲ ଇନଷ୍ଟାଗ୍ରାମ ପ୍ଲାଟଫର୍ମରେ ୨ ଲକ୍ଷ ୭୮ ହଜାର ଅଧିକ ଫଲୋର୍ସ ଅଛନ୍ତି।

ହାର୍ଦ୍ଦିକଙ୍କ ସହ ଦିଲ୍ଲୀ ହୋଟେଲ୍‌ରେ ନଜର ଆସିଲେ ମିଷ୍ଟ୍ରି ଗର୍ଲ, ଜାଣନ୍ତୁ ସେ କିଏ ?

ମୁମ୍ଵାଇ ୧୧।୧୦; ଭାରତୀୟ କ୍ରିକେଟର ଅଭିଷେକ ଶର୍ମା । ତାଙ୍କ ଭଉଣୀ କୋମଲ ଶର୍ମା । ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌। ଭାଇ ଅଭିଷେକଙ୍କ ସହ ପ୍ରାୟତଃ ଫଟୋ ସେୟାର କରନ୍ତି। ଏବେ କୋମଲ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ।  କାହିଁକି ନା କୋମଲ ହାର୍ଦ୍ଦିକଙ୍କ ସହ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି। ଯାହା ଖୁବ୍‌ ବାଇରାଲ ହେବାରେ ଲାଗିଛି ।

କୋମଲ ଇନଷ୍ଟାରେ ହାର୍ଦ୍ଦିକଙ୍କ ସହ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି ମୁଁ ମୋ ଅଲ ଟାଇମ୍‌ ଫେଭରେଟ ବ୍ୟକ୍ତିଙ୍କ ସହ ଅଛି । ଫାଇନାଲି କିଏ ଜଣେ ମିଳିଲା ,, ଯାହା ସହ ମୋ ଏନର୍ଜି ମ୍ୟାଚ୍‌ ହେଉଛି । କୋମଲଙ୍କ ଏହି ଫଟୋ ଦିଲ୍ଲୀର ଆଇଟିସି ହୋଟେଲ୍‌ରୁ ଆସିଛି । ହାର୍ଦ୍ଦିକ ବାଂଲାଦେଶର ବିପକ୍ଷରେ ତିନୋଟି ଟି-୨୦ ମ୍ୟାଚ୍‌ର ଦ୍ଵିତୀୟ ସିରିଜ କେଳିବାକୁ ଦିଲ୍ଲୀ ଯାଇଛନ୍ତି। ଯେଉଁଠାରେ ହାର୍ଦ୍ଦିକଙ୍କର କୋମଲଙ୍କ ସହ ଦେଖାହୋଇଥିଲେ। କୋମଲ ଶର୍ମା ଆଇପିଏଲରେ ଭାଇ ଅଭିଷେକ ଶର୍ମାଙ୍କ ମ୍ୟାଚ୍‌ ପାଇଁ ଷ୍ଟାଡିୟମ୍‌ରେ ନଜର ଆସନ୍ତି।

କୋମଲ ଶର୍ମା ସୋସିଆଲ ମିଡିଆରେ ଶୁବମନଙ୍କ ସହ ଫଟୋ ସେୟାର କରନ୍ତି। ଏହି ଫଟୋ ଆଇପିଏଲ ମ୍ୟାଚ୍‌ ସମୟରେ ନିଆଯାଇଥିଲା। କୋମଲ ଇନଷ୍ଟାଗ୍ରାମ ପ୍ଲାଟଫର୍ମରେ ୨ ଲକ୍ଷ ୭୮ ହଜାର ଅଧିକ ଫଲୋର୍ସ ଅଛନ୍ତି।