ହିମାଚଳ ପ୍ରଦେଶ ଭଳି ଓଡ଼ିଶାରେ ପୁଣିଥରେ ସଚଳ ହେବ କି ସାଟ୍ ?
ରାଜ୍ୟ ସରକାରୀ କର୍ମଚାରୀଙ୍କ ଚାକିରି ଜନିତ ସମସ୍ୟାର ଶୁଣାଣି ପାଇଁ 1985ରେ ସଂସଦରେ ପ୍ରଣୀତ ଏକ ଆଇନ ଅନୁଯାୟୀ ରାଜ୍ୟରେ ଓଡ଼ିଶା ଆଡମିନିଷ୍ଟ୍ରେଟିଭ୍ ଟ୍ରାଇବ୍ୟୁନାଲ ଗଢ଼ାଯାଇଥିଲା।
ରାଜ୍ୟ ସରକାରୀ କର୍ମଚାରୀଙ୍କ ଚାକିରି ଜନିତ ସମସ୍ୟାର ଶୁଣାଣି ପାଇଁ 1985ରେ ସଂସଦରେ ପ୍ରଣୀତ ଏକ ଆଇନ ଅନୁଯାୟୀ ରାଜ୍ୟରେ ଓଡ଼ିଶା ଆଡମିନିଷ୍ଟ୍ରେଟିଭ୍ ଟ୍ରାଇବ୍ୟୁନାଲ ଗଢ଼ାଯାଇଥିଲା। ଭୁବନେଶ୍ବରରେ ମୁଖ୍ୟ ବେଞ୍ଚ ଥିବାବେଳେ କଟକରେ ରେଗୁଲାର ବେଂଚ୍, ବ୍ରହ୍ମପୁର ଓ ସମ୍ବଲପୁରରେ ସର୍କିଟ୍ ବେଂଚ୍ ପ୍ରତିଷ୍ଠା ହୋଇଥିଲା। ଦେଖନ୍ତୁ ପୂରା ରିପୋର୍ଟ।